ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 11, 2021, 11:08 AM IST

Updated : Jul 11, 2021, 11:18 AM IST

6. ଆସନ୍ତା ୧୫ରୁ ଖରିଫ ଧାନସଂଗ୍ରହ ପାଇଁ ହେବ ପଞ୍ଜିକରଣ

ଜୁଲାଇ 15ରୁ ଆରମ୍ଭ ହେବ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ । ସମସ୍ତ ୩୦ ଜିଲ୍ଲାରେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ ।

7. World Population Day; ଜନସଂଖ୍ୟା ବୃଦ୍ଧିରୁ ଭୋକରେ ଯାଉଛି ଜୀବନ

ବିଶ୍ବରେ ଜନସଂଖ୍ୟା ସମସ୍ୟା ଓ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।

8. ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲା; 6 ଜଣଙ୍କୁ ଗିରଫ କଲା NIA

ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲା । 6 ଜଣଙ୍କୁ ଗିରଫ କରିଛି ଏନଆଇଏ ।

9. ରାତିପାହିଲେ ଘୋଷଯାତ୍ରା, କଟକଣା ମାନିବାକୁ ପୁରୀବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ

ରଥଯାତ୍ରା ସମୟରେ କଟକଣା ମାନିବାକୁ ପୁରୀବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ ସମର୍ଥ ବର୍ମା ।

10. ଅନନ୍ତନାଗ ଏନକାଉଣ୍ଟର; 3 ଆତଙ୍କୀ ସଫା

ଅନନ୍ତନାଗର ରାନିପୋରା ଅଞ୍ଚଳ କ୍ବାରିଗାମରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୌଏବାର 3 ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ ।

1. ଦିନକରେ ରାଜ୍ୟରେ ସର୍ବାଧିକ 65 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 65 ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

2. India Corona: ଦିନକରେ 41,506 ଆକ୍ରାନ୍ତ, 895 ମୃତ

24 ଘଣ୍ଟା ମଧ୍ୟରେ ଦେଶରେ 41 ହଜାର 506 ନୂଆ ଆକ୍ରାନ୍ତ ଚିହ୍ନଟ, 895 ମୃତ ।

3. ଆଜିଠୁ ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି ଲାଗୁ

ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂତନ ଜନସଂଖ୍ୟା ନୀତି 2021-30 ପ୍ରଣୟନ କରିବେ ।

4. ତଳମୁହାଁ କୋରୋନା ଗ୍ରାଫ, ଦିନକରେ 2282 ପଜିଟିଭ ଚିହ୍ନଟ

ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଟା ମଧ୍ୟରେ 2282 ପଜିଟିଭ ଚିହ୍ନଟ ହୋଇଛନ୍ତି ।

5. ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷ, 2 ମୃତ 7 ଆହତ

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଗୋଷ୍ଠୀ ସଂଘର୍ଷ ରେ ୨ ମୃତ ୭ ଗୁରୁତର ।

6. ଆସନ୍ତା ୧୫ରୁ ଖରିଫ ଧାନସଂଗ୍ରହ ପାଇଁ ହେବ ପଞ୍ଜିକରଣ

ଜୁଲାଇ 15ରୁ ଆରମ୍ଭ ହେବ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ । ସମସ୍ତ ୩୦ ଜିଲ୍ଲାରେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ ।

7. World Population Day; ଜନସଂଖ୍ୟା ବୃଦ୍ଧିରୁ ଭୋକରେ ଯାଉଛି ଜୀବନ

ବିଶ୍ବରେ ଜନସଂଖ୍ୟା ସମସ୍ୟା ଓ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁଲାଇ 11 ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।

8. ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲା; 6 ଜଣଙ୍କୁ ଗିରଫ କଲା NIA

ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲା । 6 ଜଣଙ୍କୁ ଗିରଫ କରିଛି ଏନଆଇଏ ।

9. ରାତିପାହିଲେ ଘୋଷଯାତ୍ରା, କଟକଣା ମାନିବାକୁ ପୁରୀବାସୀଙ୍କୁ ଜିଲ୍ଲାପାଳଙ୍କ ଅପିଲ

ରଥଯାତ୍ରା ସମୟରେ କଟକଣା ମାନିବାକୁ ପୁରୀବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ ସମର୍ଥ ବର୍ମା ।

10. ଅନନ୍ତନାଗ ଏନକାଉଣ୍ଟର; 3 ଆତଙ୍କୀ ସଫା

ଅନନ୍ତନାଗର ରାନିପୋରା ଅଞ୍ଚଳ କ୍ବାରିଗାମରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୌଏବାର 3 ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ ।

Last Updated : Jul 11, 2021, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.