ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 10, 2021, 10:58 AM IST

1. ପୁଣି କୋରୋନା ନେଲା 58 ଜୀବନ

ଆଜି(ଶନିବାର) ଗୋଟିଏ ଦିନରେ ରାଜ୍ୟରେ 58 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 4534କୁ ବୃଦ୍ଧି ପାଇଛି ।

2. ଆଜି ଭିଏତନାମା-ଭାରତ ମଧ୍ୟରେ ଆଲୋଚନା, ଫୋକସରେ କୋଭିଡ ସଙ୍କଟ

ଭିଏତନାମା ନୂତନ ପ୍ରଧାନମନ୍ତ୍ରୀଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ସଙ୍କଟ, ଟିକା କ୍ଷେତ୍ରରେ ଆଲୋଚନା କରିବେ ।

3. STATE CORONA: ଦିନକରେ 2334 ପଜିଟିଭ ଚିହ୍ନଟ

ତଳ ମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2334 କୋରୋନା ପଜିଟିଭ ଚିହ୍ନଟ ।

4. ଦେଶରେ ଦିନକରେ 42,766 ପଜିଟିଭ, ପୁଣି ବଢିଲା ମୃତ୍ୟୁ ସଂଖ୍ୟା

ଦେଶରେ କମୁଛି ସଂକ୍ରମଣ । ଦିନକରେ 42 ହଜାର 766 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1206 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

5. +2 ପ୍ରାକ୍ଟିକାଲ ମୂଲ୍ୟାୟନ ସ୍ଵଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର କଡା ନିର୍ଦ୍ଦେଶ

ମାଟ୍ରିକ ମୂଲ୍ୟାୟନ ବିବାଦକୁ ନେଇ ଏବେ +2 ପ୍ରାକ୍ଟିକାଲ ମୂଲ୍ୟାୟନ ଚିନ୍ତା ବଢ଼ିଛି । ପ୍ରାକ୍ଟିକାଲ ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କଡା ନିର୍ଦ୍ଦେଶ ।

6. ଡିସେମ୍ବର ସୁଦ୍ଧା ରାଜ୍ୟର 100ଟି ସ୍ଥାନରେ ହେବ ବୋଟିଂ ବ୍ୟବସ୍ଥା

ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏନେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହିତ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ।

7. ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ କୋରୋନା ଟିକା

ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ ଟିକା । ଏନେଇ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ।

8. ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଉତ୍ତରାଖଣ୍ଡର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

9.ସରଜୁ ନଦୀରେ ବୁଡ଼ ପକାଇବା ବେଳେ ବୁଡିବା ଘଟଣା, 6 ମୃତ

ଅଯୋଧ୍ୟାର ଗୁପ୍ତାର ଘାଟରେ ବୁଡ ସମୟରେ ଗୋଟିଏ ପରିବାରର ବୁଡ଼ିଗଲେ 15 ସଦସ୍ୟ । ଏପର୍ଯ୍ୟନ୍ତ 6 ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରର ଅନ୍ୟ 3 ଜଣ ନିଖୋଜ ଅଛନ୍ତି ।

10. ‘ମନରେଗା ସ୍ବତନ୍ତ୍ର ପ୍ୟାକେଜ ଦାଦନ ରୋକିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ କରିବ’

କୋଭିଡ଼ ମହାମାରୀ ଭଳି କଠିନ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଫଳରେ ପ୍ରାୟ 32 ଲକ୍ଷ ଶ୍ରମିକ ଉପକୃତ ହେବେ । ଦାଦନ ରୋକିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.