1-24 ଘଣ୍ଟାରେ 4,01,078 ପଜିଟିଭ, ମହାମାରୀ ନେଲା 4187 ମୁଣ୍ଡ
2-ରାଜ୍ୟରେ 21 ଜଣଙ୍କ ଜୀବନ ନେଲା କିଲର ଭାଇରସ
ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକରେ ପୁଣି 21 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।
3-ରାଜଧାନୀରେ ଛାତିଥରା ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ
ରାଜଧାନୀରେ ଛାତିଥରା ଦୁର୍ଘଟଣା । ନିଜ ଗାଡି ଜିନିଷ ଯୋଗୁଁ ଡ୍ରାଇଭର ମୃତ । ପୋଲିସର ତଦନ୍ତ ଜାରି ।
4-ଗଛରେ ପିଟି ହେଲା ସରକାରୀ ବସ୍, ଡାକ୍ତରୀ ଛାତ୍ରଛାତ୍ରୀ ଆହତ
5-ଲକଡାଉନ ନିୟମ ଉଲ୍ଲଘଂନ: 36 ହଜାରରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ
6-କଂଗ୍ରେସର CWC ବୈଠକ ସ୍ଥଗିତ
7-କୋରୋନା କବଳରେ ଜଙ୍ଗଲ ରାଜା: ଉତ୍ତରପ୍ରଦେଶର 2 ସିଂହ କୋଭିଡ ପଜିଟିଭ
8-ତାମିଲନାଡୁରେ 14 ଦିନିଆ ଲକଡାଉନ ଘୋଷଣା
ତାମିଲନାଡୁରେ ସଂକ୍ରମଣ ରୋକିବା ପାଇଁ 14 ଦିନିଆ ଲକଡାଉନ ଘୋଷଣା କଲେ ସରକାର ।
9-କୋହଳ ହେଲା ନିୟମ: ହସ୍ପିଟାଲରେ 2 ଲକ୍ଷ ପର୍ଯ୍ୟନ୍ତ ଦେଇପାରିବେ ନଗଦ ଟଙ୍କା
ବର୍ତ୍ତମାନ ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ୍ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଗ୍ରହଣ କରିପାରିବେ ।
10-ଦେଶବାସୀଙ୍କୁ ସାହାଯ୍ୟ କରିବେ କରନ
କରନ ଜୋହରଙ୍କ ବଡ ନିଷ୍ପତ୍ତି । ନିଜ ଧର୍ମା ପ୍ରଡକ୍ସନ ସୋସିଆଲ ମିଡିଆ ପେଜ ଜରିଆରେ ଦେଶବାସୀଙ୍କୁ କରିବେ ସାହାଯ୍ୟ ।