ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 26, 2021, 11:12 AM IST

1.ବଜେଟ ଅଧିବେଶନ, ପ୍ରଶ୍ନକାଳ ଆରମ୍ଭ

ବିଧାନସଭା ବଜେଟ ଅଧିବେଶନ ଅଷ୍ଟମ ଦିବସର ଗୃହକାର୍ଯ୍ୟ ଆରମ୍ଭ..

2.ଆଜି 12 ଘଣ୍ଟିଆ ଭାରତ ବନ୍ଦ: ଜାଣନ୍ତୁ ଓଡିଶାରେ କେମିତି ରହିଛି ପ୍ରଭାବ...

ଅନୁଗୋଳରେ ଭାରତ ବନ୍ଦର ପ୍ରଭାବ

3.ଦ୍ବିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଆଜି ଉଦଘାଟନୀ

ଦ୍ବିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାର ଉଦଘାଟନୀ..

4.କଟକରେ ସ୍ୱତନ୍ତ୍ର ଜେଲ ବିବାହ, ପରିଚୟ ପାଇଲା ନବଜାତକ

ପ୍ରେମିକାର ଅଭିଯୋଗ ପରେ କଟକ ଚୌଦ୍ୱାର ଜେଲରେ ଅଭିଯୁକ୍ତ ଭାବେ ଦିନ କାଟୁଥିବା ପ୍ରେମିକ ଆଜି ଜେଲରେ ନିଜ ଶିଶୁପୁତ୍ର ଆଗରେ ନିଜ ଅଭିଯୋଗକାରିଣୀ ପ୍ରେମିକାକୁ ବିବାହ କରିଛି..

5.ତୈଳଦର ବୃଦ୍ଧି ପ୍ରତିବାଦ, ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଫାଡିଲା ଯୁବ କଂଗ୍ରେସ

ତୈଳଦର ବୃଦ୍ଧିର ପ୍ରତିବାଦରେ ସମ୍ବଲପୁରରେ ଯୁବ କଂଗ୍ରେସର ପ୍ରତିବାଦ..

6.ମୋ ସ୍କୁଲ ଯୋଜନାରେ ଆଧ୍ୟାତ୍ମିକ ପାଠପଢାକୁ ଦିଆଯିବ ଗୁରୁତ୍ବ

ଆଧ୍ୟାତ୍ମିକ ପାଠପଢାକୁ ସରକାରୀସ୍ତରରେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ କରାଯିବ..

7.ଓଟିଟି ପ୍ଲାଟଫର୍ମ ପାଇଁ ସରକାରଙ୍କ ନିଷ୍ପତ୍ତିରେ ଖୁସି ସିବିଏଫସି ସଭାପତି

ଗୁରୁବାର ସୋସିଆଲ ମିଡିଓ ଓ ଓଟିଟି ପ୍ଲାଟଫର୍ମ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି..

8.ହ୍ରିତିକଙ୍କୁ କ୍ରାଇମବ୍ରାଞ୍ଚର ସମନ, ରେକର୍ଡ ହେବ ବୟାନ

ହ୍ରିତିକ ରୋଶନଙ୍କୁ ମିଳିଲା ସମନ । କଙ୍ଗନାଙ୍କ ସହ ଥିବା ତାଙ୍କ ବିବାଦରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରେକର୍ଡ କରିବ ତାଙ୍କ ବୟାନ..

9.ବିଜୟ ହଜାରେ ଟ୍ରଫି: ଓଡିଶା ବିପକ୍ଷରେ ଟସ୍‌ ଜିତି ବିହାରର ବ୍ୟାଟିଂ ନିଷ୍ପତ୍ତି

ବିଜୟ ହଜାରେ ଟ୍ରଫି । ଓଡିଶା ବିପକ୍ଷରେ ଟସ୍‌ ଜିତି ବିହାରର ବ୍ୟାଟିଂ ନିଷ୍ପତ୍ତି..

10.‘ପଠାନ’ ସୁଟିଂ ସେଟରେ ସଲମାନ

ପୁଣିଥରେ ପରଦାରେ ଜମିବ ଦୁଇ ଖାନଙ୍କ ଯୋଡି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.