ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 18, 2022, 11:08 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଗାଜାରେ ଭୟଙ୍କର ଅଗ୍ନିକାଣ୍ଡ, ୭ ପିଲାଙ୍କ ସମେତ ୨୧ ଜୀବନ୍ତ ଦଗ୍ଧ

ଗାଜା ସହରର ଶରଣାର୍ଥୀ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ୨୧ ଜଣଙ୍କ ମୃତ୍ୟୁ ଘଟିଛି ।
2. ଆଜି ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ

ଆଉ ଏକ ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO) । ଦିନ 11:30 ରେ ଉତକ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' ।

3.ଜଙ୍ଗଲ ଛାଡି ରାଜପଥ ମୁହାଁ ହାତୀପଲ, ଲୋକେ ଆତଙ୍କିତ

କଟକ-ସମ୍ବଲପୁର ଏନ୍ଏଚ୍ ୫୫ କଡ଼ରେ ହାତୀପଲ ଆତଙ୍କ ଖେଳାଇଛନ୍ତି । କୁଶପଙ୍ଗୀ-ଡିହସାହି ଜାତୀୟ ରାଜପଥ ୫୫ କଡ଼ରେ ହାତୀପଲଙ୍କ ପାଇଁ ଲୋକଙ୍କ ଭିଡ ଜମିବା ଫଳରେ ରାସ୍ତା ଜାମ ହୋଇଛି ।

4.୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ

ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଫେକ କଲ ।

5.ସାବରକରଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ, ଏତଲା ଦେଲେ ନାତି

ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ଇଂରେଜମାନଙ୍କୁ ସହାୟତା କରୁଥିଲେ କହିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ସଂଗ୍ରାମୀଙ୍କ ନାତି ।

6.ମହିଳାଙ୍କଠୁ ଟଙ୍କା ବ୍ୟାଗ ଛଡାଇ ନେଲେ ଦୁର୍ବୃତ୍ତ, CCTVରେ କଏଦ ହେଲା ଦୃଶ୍ୟ

ମହିଳାଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ ।

7.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୯ ଘଣ୍ଟା ଜେରା

ବେଆଇନ ଖଣି ଖନନ ମାମଲା । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୀର୍ଘ ୯ ଘଣ୍ଟା କଲା ଇଡି ।

8.IND vs NZ: ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ଆଜିଠୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । 3 ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି (ଶୁକ୍ରବାର) ୱେଲିଂଟନ ସ୍କାଏ ଗ୍ରାଉଣ୍ଡରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

9.ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ଜାମିନ, ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଚାଲିଥିବା ଟି-ଟେଣ୍ଟି ବିଶ୍ବକପରେ ସମୟରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ଜାମିନ ମିଳିଛି ।

10.ବିଜୟ ଦେବରକୋଣ୍ଡାଙ୍କ ବଡ଼ ଘୋଷଣା, ମୃତ୍ୟୁ ପରେ ଦାନ କରିବେ ଅଙ୍ଗ

ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି ଯେ ସେ ତାଙ୍କ ଶରୀରର ସମସ୍ତ ଅଙ୍ଗ ଦାନ କରିବେ। ବିଜୟ ଦେବରାକୋଣ୍ଡା ଏକ ଇଭେଣ୍ଟରେ ଏ ବିଷୟରେ ଘୋଷଣା କରିବା ସହ ଲୋକଙ୍କୁ ମଧ୍ୟ ଏହା କରିବାକୁ ଉତ୍ସାହିତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.