ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 10, 2022, 11:08 AM IST

1.ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସଂହ ଯାଦବଙ୍କ ପରଲୋକ ହୋଇଛି ।

2.ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: 25 ମୃତ, ଆଜି 12 ଜିଲ୍ଲାରେ ସ୍କୁଲ ବନ୍ଦ

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବଜ୍ରପାତ ଓ ବିଜୁଳି ଯୋଗୁଁ 25 ଜଣଙ୍କ ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ ଆଜି ରାଜ୍ୟର 12 ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି ।

3.Encounter In Anantnag: ସେନା ଗୁଳିରେ 2 ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ଅନନ୍ତନାଗ ତାଙ୍ଗପାୱା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ ।

4.କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ 3 ହଜାର ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏହି ଅବସରରେ ପୁରୀରେ ହବିଷ୍ୟାଳିମାନେ ବ୍ରତ ଆରମ୍ଭ କରିଛନ୍ତି ।

5.ଅଷ୍ଟ୍ରେଲିଆରେ ଜୟଶଙ୍କର, ଦୁଇଦେଶ ସମ୍ପର୍କ ମଜବୁତ ନେଇ ପ୍ରତିପକ୍ଷଙ୍କ ସହ ଆଲୋଚନା

ଅଷ୍ଟ୍ରେଲିଆର କାନବେରା ପହଞ୍ଚି ପ୍ରତିପକ୍ଷ ପେନି ୱାଙ୍ଗଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

6.ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅଷ୍ଟ୍ରେଲିଆ ପୁରାତନ ପାର୍ଲାମେଣ୍ଟ ହାଉସ, ଟ୍ବିଟ କଲେ ଜୟଶଙ୍କର

ଅକ୍ଟୋବର 5ରୁ 7 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ।

7.World Mental Health Day: ମନ ସୁସ୍ଥ ରହିଲେ ନିରୋଗ ରହିବ ଶରୀର

ପ୍ରତିବର୍ଷ 10 ଅକ୍ଟୋବରକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ(World Mental Health Day) ରୂପେ ପାଳନ କରାଯାଉଛି ।

8.ଅସଞ୍ଜତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ: ସୁର

ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି ।

9.ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା, ପୀଡ଼ିତାଙ୍କ ପରିବାରକୁ ଭେଟିଲା ବିଜେପି

କନ୍ଧମାଳର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଏବଂ ମୃତ୍ୟୁ ଘଟଣାର ଅନୁସନ୍ଧାନ କରି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

10.ବିବାହର ୪ମାସ ପରେ ଯମଜ ସନ୍ତାନର ମାଆ ହେଲେ ନୟନତାରା

ବିବାହର ୪ମାସ ପରେ ମାତାପିତା ହେଲେ ସାଉଥ ସୁପରଷ୍ଟାର ନୟନତାରା ଓ ନିର୍ଦ୍ଦେଶକ ବିଗ୍ନେଶ ଶିବାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.