ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 3, 2022, 11:06 AM IST

1.ଦୁର୍ଗାପୂଜା ବେଳେ ଅଘଟଣ: ଉତ୍ତରପ୍ରଦେଶରେ ଜଳିଗଲା ମଣ୍ଡପ, 5 ମୃତ 60ରୁ ଊର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାରେ ସର୍ଟ ସର୍କିଟରୁ ଜଳିଗଲା ଦୁର୍ଗା ମଣ୍ଡପ । ୨ ଶିଶୁଙ୍କ ସମେତ 5 ଶ୍ରଦ୍ଧାଳୁ ମୃତ । 60ରୁ ଉର୍ଦ୍ଧ୍ବ ଆହତ ।

2.ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH

ଆଜି ବାୟୁସେନାରେ ସାମିଲ ହେବ ଲଢୁଆ ଏଲସିଏଚ (Light Combat Helicopter)।

3.ମଙ୍ଗଳଯାନ ଯାତ୍ରା ଶେଷ, ଦୀର୍ଘ 8 ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିକ୍‌ ଖବର

ଶେଷ ହେଲା ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ(Mars Orbiter Mission, MOM) ଅଭିଯାନ । ଦୀର୍ଘ 8 ବର୍ଷ ଧରି ମଙ୍ଗଳ ଗ୍ରହର ଟିକନିକ୍‌ ଅପଡେଟ୍ ପଠାଉଥିଲା ।

4.ଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପରାଷ୍ଟ୍ରପତି

ଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖର ।

5.ଧରାଧାମକୁ ଓହ୍ଲାଇ ଆସିଛନ୍ତି ମାଆ, ରସୁଲଗଡରେ କେମିତି ଚାଲିଛି ପୂଜା ଦେଖନ୍ତୁ

ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଆଜି ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା ।

6.ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି ଜିଲ୍ଲା

ଆରମ୍ଭ ହୋଇଯାଇଛି କଳାହାଣ୍ଡି ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ।

7.ଦାଣ୍ଡିଆ ନୃତ୍ୟରେ ଝୁମିଲେ ରେଶମ ସହରବାସୀ

ଦୁସ୍ବପ୍ନର ଦୁଇ ବର୍ଷ ପରେ ଫେରିଛି ପାର୍ବଣ । ଚାଲିଛି ଶାରଦୀୟ ଦୁର୍ଗାପୂଜା । ଏନେଇ ସବୁଠି ଉତ୍ସବର ମାହୋଲ ।

8.ଦଶହରାରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର(Telengana cm May announce national party ) ।

9.Ind Vs SA 2nd T20: ଚମକିଲେ ସୂର୍ଯ୍ୟକୁମାର, ମ୍ୟାଚ ସହ ସିରିଜ ସିଲ କଲା ଭାରତ

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-20 ମ୍ୟାଚ ସହ ସିରିଜ ଜିତିଲା ଭାରତ ।

10.ବିପଦରୁ ବର୍ତ୍ତିଲେ ପଞ୍ଜାବୀ ଗାୟକ ଅଫ୍ଲାଜ୍‌, ଅଭିଯୁକ୍ତ ଗିରଫ

ସୁଧୁରୁଛି ପଞ୍ଜାବୀ ଗାୟକ ଅଫ୍ଲାଜ୍‌ ଓରଫ ଅମନଜୋତ୍‌ ସିଂହ ପନ୍‌ୱାର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.