1.ପୁଞ୍ଚରେ ଘାଟିକୁ ଖସିଲା ବସ୍, 11 ମୃତ
ଜମ୍ମୁ କଶ୍ମୀର ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଘାଟିକୁ ଖସିଲା ବସ । ଚାଲିଗଲା 11 ଜୀବନ ।
2.ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ, ଜଣେ ଅଟକ
ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ହୋଇଥିବା ଅଭିଯୋଗ ହୋଇଛି ।
3.ଆଜି ଶ୍ରୀବିଗ୍ରହଙ୍କ ବନକଲାଗି, 4 ଘଣ୍ଟା ଦର୍ଶନ ବନ୍ଦ
4.India Corona: ଦିନକରେ ୫୧୦୮ ନୂଆ ସଂକ୍ରମିତ
ଦେଶରେ କମୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5,108 ନୂଆ ସଂକ୍ରମିତ ଚିହ୍ନଟ ।
5.Odisha Covid Cases: ରାଜ୍ୟରେ ନୂଆ 260 ସଂକ୍ରମିତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 260 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
6.ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍
7.ନିର୍ବାଚନରେ ଟିକେଟ୍ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, MNS ନେତା ଗିରଫ
ନିର୍ବାଚନରେ ମହିଳାଙ୍କୁ ଟିକେଟ୍ ଦେବାକୁ କହି ଦୁଷ୍କର୍ମ ଅଭିଯୋଗ । ମହାରାଷ୍ଟ ନବନିର୍ମାଣ ସେନା ନେତା ଗିରଫ ।
8.ସ୍କୁଲ ବସ୍ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଡ୍ରାଇଭର ଗିରଫ
ସ୍କୁଲ ବସ୍ରେ ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ବସ୍ ଡ୍ରାଇଭର ଗିରଫ ।
9.ଖାଇବା ଦେବା ବଦଳରେ ମାଡ ମାରିଲା ମାଆ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲା 8 ବର୍ଷର ପୁଅ
ମା’ ବିରୋଧରେ ଥାନାରେ ପହଞ୍ଚିଲା 8 ବର୍ଷର ପୁଅ । ମା’ ଖାଇବାକୁ ନଦେଇ ମାଡ ମାରିବା ଅଭିଯୋଗ ।
10.ପ୍ରଥମ ଥର ଏକାଠି ସ୍କ୍ରିନ୍ ସେୟାର କରିବେ ଭିକି-କ୍ୟାଟ