ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 17, 2022, 1:05 PM IST

1.କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍

କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍‌ । ବାସଭବନ ଓ ଅଫିସ ସମେତ ଅନେକ ସ୍ଥାନରେ CBI ପକ୍ଷରୁ ଚଢ଼ାଉ ।

2.ଆସାମରେ ଜଳପ୍ରଳୟ: 5 ମୃତ, ଅନେକ ଗାଁ ଜଳମଗ୍ନ

ଲଗାଣ ବର୍ଷା ପରେ ଆସାମରେ ଜଳପ୍ରଳୟ । ଏବେସୁଦ୍ଧା 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 230 ଗାଁ ଜଳମଗ୍ନ ଥିବା ସୂଚନା ।

3.ପ୍ରଥମ ଥର Whatsappରେ ମାମଲାର ଶୁଣାଣି କଲେ ହାଇକୋର୍ଟ

ପ୍ରଥମ ଥର ପାଇଁ ହ୍ବାଟ୍ସଆପରେ ମାମଲାର ଶୁଣାଣି କଲେ ମାଡ୍ରାସ ହାଇକୋର୍ଟ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରୁ ମାମଲାର ଶୁଣାଣି କଲେ ବିଚାରପତି ।

4.ଆସାମରେ ଅଘଟଣ, Ludo ଖେଳରେ ହାରିଯିବାରୁ ହତ୍ୟା

ଖେଳ ଖେଳରୁ ଘଟିଯାଇଛି ବଡ ଅଘଟଣ । ସମାନ୍ୟ ଲୁଡୋ ଖେଳକୁ ନେଇ ପ୍ରଥମେ ଝଗଡା ଆଉ ତାପରେ ଏମିତି କାଣ୍ଡ ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

5.Road Mishap: ଟ୍ରକକୁ ପିଟିଲା କ୍ରୁଜର, ଗୋଟିଏ ପରିବାରର 5 ମୃତ

ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ କ୍ରୁଜର ଧକ୍କା ହେବା ଫଳରେ 5 ଜଣଙ୍କ ମୃତ୍ୟୁ ।

6.ସପ୍ତମ ବେତନ କମିଶନ ନିୟମରେ ପରିବର୍ତ୍ତନକୁ OSSTAର ବିରୋଧ, ଆନ୍ଦୋଳନ ଚେତାବନୀ

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିୟମ ପରିବର୍ତ୍ତନକୁ ଓଷ୍ଟା (OSSTA) ବିରୋଧ । ଆନ୍ଦୋଳନ ପାଇଁ ଦେଲା ଚେତାବନୀ ।

7ରଙ୍ଗାରେଡ୍ଡିରେ 35 ବର୍ଷୀୟ ବରକୁ 12ବର୍ଷୀୟା ନାବାଳିବା ବାଲ୍ୟବିହାହ ଉଦ୍ୟମ ବେଳେ ଉଦ୍ଧାର

ଜନ୍ମଦିନ ଆଳରେ 35 ବର୍ଷୀୟ ଯୁବକଙ୍କ ସହ 12 ବର୍ଷୀୟ ଝିଅକୁ ବିବାହ କରୁଥିଲେ କରୁଥିଲେ ବାପାମାଆ । ପୋଲିସ ସହ ନାବାଳିକାର ଘରେ ପହଞ୍ଚିଲେ ICDS ଅଧିକାରୀ ।

8.ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

9.ଅମିତ୍ ଶାହଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଧମକ, ଜଣେ ଗିରଫ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଧାୟକଙ୍କୁ ଧମକ । ଜଣେ ଗିରଫ ।

10.Nushrat Bharucha @37: କେତେ ସଂଘର୍ଷପୂର୍ଣ୍ଣ ଥିଲା ଅଭିନେତ୍ରୀଙ୍କ କ୍ୟାରିଅର ଯାତ୍ରା, ଜାଣନ୍ତୁ

ନୁସରତ ଭରୁଚା ବଲିଉଡ୍‌ରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.