ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 27, 2022, 9:00 AM IST

1.ସଫଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କୃଷି ଋଣ ଆବେଦନ ହେବ ସହଜ ଓ ସୁବିଧାଜନକ

କୃଷି ଋଣ ଆବେଦନ ହେବ ସହଜ । କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ୍‌ 'ସଫଳ'ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

2.ତେଲେଙ୍ଗାନାରେ ଘୋଡା ବେପାର: TRS ବିଧାୟକଙ୍କୁ କିଣିବାକୁ ଉଦ୍ୟମ ବେଳେ ୩ ଅଟକ

ମୁନୁଗୋଡେ ଉପନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବିଜେପିର ଘୋଡା ବେପାର ଅଭିଯୋଗ । ୪ ଜଣ TRS ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ବେଳେ ବିପୁଳ ଟଙ୍କା ସହ ୩ ଅଟକ ।

3.Dhamnagar Bypoll: ଲୋକେ ଟଙ୍କା ନିଅନ୍ତୁ, ନିଜ ଇଚ୍ଛାରେ ଭୋଟ ଦିଅନ୍ତୁ କହିଲେ ଦାମ

ଧାମନଗର ଉପନିର୍ବାଚନ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଏହାରି ମଧ୍ୟରେ ଚିରାଚରିତ ଢଙ୍ଗରେ ମତଦାତାଙ୍କୁ ଟଙ୍କା ଦେଇ କିଣିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଲାଣି(money distribution allegation for Dhamnagar Bypoll) ।

4.ତଡିପାର ହେବ ଦୁର୍ଦ୍ଦାନ୍ତ ଅପରାଧି ସକିଲ

କୁଖ୍ୟାତ ଅପରାଧୀ ସେଖ୍ ସକିଲକୁ ତଡ଼ିପାର ନୋଟିସ୍ । ସେଖ୍ ସକିଲ ସହ ଡାନି ଖଣ୍ଡେଇ ଭଳି ଅପରାଧୀଙ୍କ ନାଁରେ ରହିଛି ତଡ଼ିପାର ନୋଟିସ୍ ।

5.ଇରାନରେ ମସଜିଦରେ ଗୁଳିମାଡ, ୧୫ ମୃତ

ଇରାନରେ ମସଜିଦରେ ଗୁଳିମାଡ । ବନ୍ଧୁକଧାରୀଙ୍କୁ ଗୁଳିରେ ୧୫ ମୃତ ଓ ୪୦ ଆହତ ।

6.ଫୋକସ୍‌ରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ, ୨୮୦ ପ୍ରକଳ୍ପକୁ ଅନୁମୋଦନ

ଗାଁ ଗହଳିରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୩୯୨୧.୭୮ କୋଟି ଟଙ୍କାର ୨୮୦ଟି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି ।

7.ଆସନ୍ତା 10ରେ ପ୍ରଥମ ଥର ମାଣ୍ଡିଆ ଦିବସ ପାଳିବ ରାଜ୍ୟ, ପ୍ରସ୍ତୁତି ସମୀକ୍ଷା କଲେ କୃଷି ମନ୍ତ୍ରୀ

ନଭେମ୍ବର ୧୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପାଳନ ହେବ ‘ମାଣ୍ଡିଆ ଦିବସ’ । ଏନେଇ ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

8.BJP delegation Meet ECI : ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ (Dhamnagar By Poll ) ପାଇଁ ଯୋରଦାର ହେଲା ଲଢେଇ । ଲଢେଇକୁ ନିଜେ ବଳ ଯୋଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।

9.ବିରାଟଙ୍କୁ ନେଇ ସୋଏବଙ୍କ ବୟାନ, କହିଲେ ଟି-୨୦ ଫର୍ମାଟରୁ ଅବସର ନିଅନ୍ତୁ କୋହଲି

ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୫୩ ବଲରୁ ୮୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କର ଏଭଳି ଦମଦାର ଫର୍ମକୁ ଦେଖି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହିଛନ୍ତି ବିରାଟଙ୍କୁ ଟି୨୦ ଫର୍ମାଟରୁ ଅବସର ନେବା ଦରକାର ।

10.ଡେଙ୍ଗୁରୁ ସୁସ୍ଥ ପରେ ଫ୍ୟାନ୍ସଙ୍କୁ ଦେଖାଦେଲେ ସଲମାନ

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଲମାନ ଖାନ ଏବେ ସମ୍ପୂର୍ଣ୍ଣ ଫିଟ ଆଉ ଫାଇନ । ଗୋଟିଏ ସପ୍ତାହରେ ଫ୍ୟାନ୍ସ ପାଇଲେ ସଲମାନଙ୍କ ଝଲକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.