ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 28, 2022, 1:01 PM IST

1.ଆସନ୍ତା ଫେବୃଆରୀରେ ଗଗନଯାନ ମିଶନର ପ୍ରଥମ ପରୀକ୍ଷଣ: ISRO official

ଆସନ୍ତା ଫେବ୍ରୁଆରୀରୁ ପ୍ରଥମ ସ୍ବଦେଶୀ ମାନବ ସଂଯୁକ୍ତ ମହାକାଶ ଅଭିଯାନ ଗଗନଯାନର ସିରିଜ୍ ପରୀକ୍ଷଣ ଆରମ୍ଭ କରିବ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ISRO) ।

2.ଡିସେମ୍ବର 1ରୁ କୋଣାର୍କରେ ଜମିବ ଇକୋ ରିଟ୍ରିଟ୍‌

ଆସନ୍ତା ଡିସେମ୍ବର 1ରୁ କୋଣାର୍କରେ ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବୈଠକ ।

3.ନୋଟରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ପାଇଁ ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୋଟରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ । ୧୩୦ କୋଟି ଭାରତୀୟ ଏହା ଚାହୁଁଥିବା କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

4.ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ, କହିଲେ ମୋଦି ପ୍ରକୃତ ଦେଶଭକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରପକ୍ଷେ ବୈଦେଶିକ ନୀତିକୁ ଭୂରି ଭୂରି ପ୍ରଶଂସା କଲେ ପୁଟିନ । କହିଲେ ମୋଦି ହେଉଛନ୍ତି ପ୍ରକୃତ ଦେଶଭକ୍ତ ।

5.ମହାରାଷ୍ଟ୍ରରୁ ଆସି ଓଡ଼ିଆଙ୍କୁ ଚୂନ ଲଗାଇଲେ ଦୁଇ ଭାଇ, ଲୁଟି ନେଲେ ୪ କୋଟି

ମହାରାଷ୍ଟ୍ରରୁ ଆସି ରାଜଧାନୀବାସୀଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଲେ ମହାରାଷ୍ଟ୍ରର ଦୁଇ ଭାଇ । ଖଣ୍ଡଗିରି ଥାନାର ଦ୍ୱାରସ୍ତ ହେଲେ ଠକାମୀର ଶିକାର ହୋଇଥିଲା ଲୋକେ ।

6.ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ

ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ ।

7.ମହଙ୍ଗା ପଡିଲା ଫାୟାର ହେୟାର କଟ୍‌, ଚୁଟି କାଟିବା ବେଳେ ଜଳିଗଲା ଶରୀରର ଅନେକ ଅଂଶ

ମହଙ୍ଗା ପଡିଲା ଫାୟାର ହେୟାରକଟ୍ । ଗୁଜୁରାଟରେ ଚୁଟି କାଟିବା ବେଳେ ଜଳିଗଲେ ଯୁବକ ।

8.ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ

ନନ୍ଦନକାନନରେ 68 ବର୍ଷ ବର୍ଷୀୟ ମାଈ ହାତୀ 'ପ୍ରେମା' ଅସୁସ୍ଥ । ଆର୍ଥ୍ରାଇଟିସ୍ ଏବଂ ବୟସ ସମ୍ବନ୍ଧୀୟ ଜଟିଳତାରେ ପୀଡିତ ହୋଇଥିବା ଜଣାପଡ଼ିଛି ।

9.ଦୁଇ ବର୍ଷ ପରେ ଗୋଟିଏ ସିଜିନରେ ହଜାର ରନ ଅତିକ୍ରମ କଲେ କୋହଲି

ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୮ଟି ମ୍ୟାଚ ଖେଳି କୋହଲି ୧୦୦୦ ରନ କରିଛନ୍ତି । ଆଜି ନେଦର ଲ୍ୟାଣ୍ଡ ବିପକ୍ଷରେ ଟି ଟ୍ବେଣ୍ଟି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ବିରାଟ ଚଳିତ ବର୍ଷ ୧୦୨୪ ରନ ସ୍କୋରରେ ପହଞ୍ଚିଛନ୍ତି ।

10.Yashoda Hindi Trailer: ସସପେନ୍ସ-ଥ୍ରୀଲରରେ ଭରପୂର ଯଶୋଦା ଟ୍ରେଲର

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ଯଶୋଦାର ଟ୍ରେଲର ମୁକ୍ତିଲାଭ କରିଛି । ଏହା 5ଟି ଭାଷାରେ ମୁକ୍ତିଲାଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.