ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଅପରାହ୍ନ ୧ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 20, 2022, 1:06 PM IST

1. Low Pressure, ଆସନ୍ତା ୧୨ ଘଣ୍ଟା ଯାଏଁ ଉତ୍ତର ପଶ୍ଚିମ ଜିଲ୍ଲାରେ ପ୍ରବଳ ବର୍ଷା

ଅବପାତରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

2. ମହାନଦୀରେ କମୁଛି ବନ୍ୟାଜଳ

ମହାନଦୀ ଓ କାଠଯୋଡ଼ିରେ କମୁଛି ବନ୍ୟାଜଳ । ମୁଣ୍ଡଳି ଦେଇ 8 ଲକ୍ଷ 88 ହଜାର 149 କ୍ୟୁସେକ୍ ଜଳ ପ୍ରବାହିତ ।

3. ମୁମ୍ବାଇରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ

ମୁମ୍ବାଇରେ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ୍ ।

4. First Indigenously Monkeypox Kit, ପ୍ରଥମ ସ୍ବଦେଶୀ ମଙ୍କିପକ୍ସ RTPCR ଟେଷ୍ଟ କିଟ୍ ଲଞ୍ଚ

ଦେଶର ପ୍ରଥମ ମଙ୍କିପକ୍ସ RT PCR ଟେଷ୍ଟ କିଟ୍ ଲଞ୍ଚ(First Indigenously Monkeypox Kit Released), ଯାହାର ନାମ ରହିଛି ଟ୍ରାନ୍ସସିଆ ଏର୍ବା ମଙ୍କିପକ୍ସ RTPCR କିଟ୍(Transasia Erba monkeypox RTPCR kit) ।

5. Rajiv Gandhi Birth Anniversary, ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ଓ ପ୍ରିୟଙ୍କା

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ସମାଧି ସ୍ଥଳ ବୀରଭୂମିଠାରେ ପହଞ୍ଚି ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ।

6. ବନ୍ୟା ପରେ ରାହାମା ହାଟରେ ଆକାଶ ଛୁଆଁ ପରିବା ଦର

ଦାଉ ସାଧିଲା ଲଗାଣ ବର୍ଷା । ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବନ୍ୟା ଯୋଗୁଁ ଦଳେଇଘାଇ ନଦୀପଠା ଓ ମହାନଦୀ ପଠାରେ ଚାଷ ହୋଇଥିବା ପନିପରିବା ବନ୍ୟା ପାଣିରେ ବୁଡି ରହିଛି ।

7. କାଳ ସାଜିଲା ଲଗାଣ ବର୍ଷା, କାନ୍ଥ ଭୁଶୁଡି ଦୁଇ ଭଉଣୀ ମୃତ

ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି ।

8. ବନ୍ୟାଞ୍ଚଳରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧରୁ ଟଳୁଛି ବନ୍ୟା ବିପଦ । ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ରନ୍ଧା ଖାଦ୍ୟ ଯୋଗାଉଛି ଜିଲ୍ଲା ପ୍ରଶାସନ । ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସେପଟେ ବନ୍ୟା ଜଳରେ ସର୍ପାଘାତ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି ।

9. IND vs ZIM 2st ODI, ମ୍ୟାଚ୍‌ ଜିତିଲେ ସିରିଜ ଜିତିବ ଟିମ ଇଣ୍ଡିଆ

ଭାରତ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଥିବା ୩ଟିକିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚ୍‌ । ଜିମ୍ବାଓ୍ବେ ପାଇଁ କର ବା ମର ପରିସ୍ଥିତି ।

10. ଭାଇରାଲ ହେଉଛି ରାଜୁ ଶ୍ରୀବାସ୍ତବଙ୍କ ଭିଡିଓ, ଯମରାଜ ଓ ମୃତ୍ୟୁକୁ ନେଇ କହିଥିଲେ ଏମିତି କଥା

ରାଜୁ ଶ୍ରୀବାସ୍ତବଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ଯମରାଜ ଏବଂ ମୃତ୍ୟୁ ବିଷୟରେ କହୁଛନ୍ତି । ଏହି ଭିଡିଓ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଭାବପ୍ରବଣ ହୋଇଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.