ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 4, 2022, 11:09 AM IST

1.ଖାଉଟିଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର କମିପାରେ ଖାଇବା ତେଲ ଦର

ଦେଶରେ ଶସ୍ତା ହେବ ଖାଇବା ତେଲ । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଏବଂ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ କମାଇବା ଯୋଗୁଁ ତେଲ ଦର କମିବା ନେଇ ଅନୁମାନ କରାଯାଉଛି

2.ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା

ଭଦ୍ରକର 3ଶହ ବର୍ଷର ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ । ଏହି ଶକ୍ତିପୀଠ ମା' ବଙ୍କବାସୁଳୀରେ ଦେବୀଙ୍କର ପୂଜା ସହ ମା' ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା

3.Dharmendra Sahu Death Case: ପୋଲିସ ସ୍କାନରେ ମନ୍ତ୍ରୀଙ୍କ ଭାଣିଜୀ ବିନ୍ଦାସ ଚିନୁ

ଧର୍ମେନ୍ଦ୍ରଙ୍କ ଅଡିଓ ଭାଇରାଲ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ପୋଲିସ ସ୍କାନରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭାଣିଜୀ ।

4.ଦଶହରାରେ ଦୁବାଇରେ ଉଦ୍‌ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଦଶହରା ଉପଲକ୍ଷେ ଦୁବାଇରେ ଉଦ୍ଘାଟିତ ହେବ ନୂଆ ହିନ୍ଦୁ ମନ୍ଦିର । (Inauguration of Hindu temple in Dubai) ସଂଧ୍ୟାରେ କାର୍ଯ୍ୟକ୍ରମ

5.ମହାନବମୀରେ କନ୍ୟା ପୂଜନ ପରମ୍ପରା, ଜାଣନ୍ତୁ ପୂଜା ବିଧି

ନବରାତ୍ରରେ କୁମାରୀ କନ୍ୟାଙ୍କ ପୂଜା ଏକ ନିଆରା ପରମ୍ପରା ରହିଛି । ଜାଣନ୍ତୁ ମହାନବମୀରେ କିପରି କରିବେ କନ୍ୟାଙ୍କ ପୂଜା

6.ଉତ୍ତରାଖଣ୍ଡ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ସେନା କ୍ୟାମ୍ପରେ ପାଳିବେ ବିଜୟା ଦଶମୀ

ଦୁଇ ଦିନିଆ ଉତ୍ତରାଣ୍ଡ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଫରଓ୍ବାର୍ଡ ବେସରେ ସୁରକ୍ଷା ସ୍ଥିତି କରିବେ ସମୀକ୍ଷା । ବଦ୍ରିନାଥ ଯାଇ କରିବେ ଦର୍ଶନ । ସେନା କ୍ୟାମ୍ପରେ ପାଳିବେ ବିଜୟା ଦଶମୀ

7.ଜାତୀୟ ଦଳ ଘୋଷଣା କରିବେ କେସିଆର, ବାଲୁକା ଚିତ୍ରକଳାରେ ଶିଳ୍ପୀଙ୍କ ଶୁଭେଚ୍ଛା

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏ ନେଇ ତାଙ୍କୁ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ମାନସ ସାହୁ

8.CNN ବିରୋଧରେ ମାନହାନୀ ମକଦ୍ଦମା କଲେ ଡୋନାଲ୍ଡ ଟ୍ରମ୍ପ୍‌

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା CNN ବିରୋଧରେ ମାନହାନୀ ମକଦ୍ଦମା କଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ପରାଜିତ କରିବା ପାଇଁ କ୍ୟାମ୍ପେନ ଆରମ୍ଭ କରିଥିବା ଅଭିଯୋଗ

9.Women Asia Cup: ଭାରତର ଲଗାତାର ଦ୍ବିତୀୟ ବିଜୟ, 30 ରନରେ ହାରିଲା ମାଲେସିଆ

ବାଂଲାଦେଶରେ ମହିଳା ଏସିଆ କପ ଟି-ଟ୍ବେଣ୍ଟି କ୍ରିକେଟ ରହିଛି । ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମୁକାବିଲା ଜିତିବା ପରେ ମାଲେସିଆ ବିପକ୍ଷରେ ଖେଳିଥିବା ମ୍ୟାଚକୁ ମଧ୍ୟ ଜିତି ନେଇଛି ଭାରତ

10.ଦୁର୍ଗା ପୂଜା ପେଣ୍ଡାଲରେ ପ୍ରସାଦ ପରସିଲେ କାଜଲଙ୍କ ପୁଅ ୟୁଗ

ଦୁର୍ଗା ପୂଜା ପେଣ୍ଡାଲରେ ପ୍ରସାଦ ପରସିଲେ କାଜଲଙ୍କ ପୁଅ ୟୁଗ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.