ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 25, 2022, 11:00 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଆଜି ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବା ଗଙ୍ଗା ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ।

2.ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଉପରେ ପରୋକ୍ଷରେ ବର୍ଷିଲେ ଜୟଶଙ୍କର

ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । କହିଲେ ଜାତିସଂଘ ଘୋଷଣା କରିଥିବା ବିଶ୍ବ ଆତଙ୍କବାଦୀଙ୍କୁ କିଛି ରାଷ୍ଟ୍ର ଦେଇ ଚାଲିଛନ୍ତି ସୁରକ୍ଷା ।

3.Odisha Covid Cases: ପୁଣି 211 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 211 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.ଆଜି ଗେହଲଟଙ୍କ ଘରେ ବିଧାୟକ ଦଳ ବୈଠକ, ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ହୋଇପାରେ ଘୋଷଣା

ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ବସିବ ବିଧାୟକ ଦଳ ବୈଠକ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବୈଠକରେ ହୋଇପାରେ ନିଷ୍ପତ୍ତି ।

5.ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା, ରାଜନୀତି ନ କରିବାକୁ ବାପାଙ୍କ ନିବେଦନ

ଜଗତସିଂହପୁର ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହାକୁ ନେଇ ରାଜନୀତି ନକରିବା ପାଇଁ ନିବେଦନ କଲେ ଆଶାକର୍ମୀଙ୍କ ବାପା।

6.ହସ୍ପିଟାଲରେ ନିଆଁ ଲାଗି ଡାକ୍ତରଙ୍କ ସମେତ ଦୁଇ ପୁଅ ମୃତ

ଆନ୍ଧ୍ରପ୍ରଦେଶର ଏକ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଡାକ୍ତର ସମେତ ତାଙ୍କର ଦୁଇ ପୁଅ ।

7.ଦିଲ୍ଲୀ ରାସ୍ତାରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ନୂଆଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

8.Mann Ki Baat: ଆଜି ମନ କଥା କହିବେ ପ୍ରଧାନମନ୍ତ୍ରୀ

93ତମ ମନ୍ କି ବାତ୍ ସଂସ୍କରଣରେ (93th edition of Mann Ki Baat) ଆଜି (ରବିବାର) ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

9.India Vs Australia: ଆଜି ସିରିଜ ନିର୍ଣ୍ଣାୟକ ଟି-ଟ୍ବେଣ୍ଟି ଟକ୍କର

ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ୍‌ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି । ଆଜିର ମ୍ୟାଚ ହିଁ ନିର୍ଣ୍ଣୟ କରିବ କିଏ ଜିତିବ ସିରିଜ ।

10.କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ପରେ ଝୁଲଣଙ୍କ ପାଇଁ ଇଷ୍ଟାଗ୍ରାମ ପେଜରେ ସ୍ପେଶାଲ ନୋଟ ଲେଖିଲେ ଅନୁଷ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.