ETV Bharat / bharat

TOP NEWS 11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 6, 2022, 11:05 AM IST

1.BR Ambedkar Death Anniversary: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଆଜି ଭାରତୀୟ ସମ୍ବିଧାନର ପ୍ରେଣେତା ଡ. ବିଆର ଆମ୍ବେଦକରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକ । ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

2.ନୌସେନାର ନୂଆ ଧ୍ବଜାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୌସେନାର ନୂଆ ଧ୍ବଜା ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ ନୌସେନାର ଅଧିକାରୀ ।

3.ପୁଅକୁ ହତ୍ୟା ପାଇଁ ବାପାର ସୁପାରୀ, ମୃତଦେହ ଖୋଜୁଛି ପୋଲିସ

ସନ୍ତାନକୁ ହତ୍ୟା ପାଇଁ ସୁପାରୀ । ପୁଅକୁ ହତ୍ୟା ପାଇଁ ସୁପାରୀ ଦେଲା ବାପା । କର୍ଣ୍ଣାଟକ ହୁବାଲିରୁ ଆସିଛି ଏକ ଛାତି ଥରାଇ ଦେବା ଭଳି ଘଟଣା

4.ଆସନ୍ତା 17ରେ ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ କରିବ MVA

ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନ ଘୋଷଣା କଲା ମହାରାଷ୍ଟ୍ର ବିକାଶ ଅଗାଡି (Maharashtra Vikas Aghadi) । ଆସନ୍ତା 17 ତାରିଖରେ ମୁମ୍ବାଇରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

5.ବଦଳିଲା ଶ୍ରମିକଙ୍କ ଭାଗ୍ୟ, ହୀରା ପାଇ ରାତାରାତି ହେଲେ ଲକ୍ଷପତି

ବଦଳିଲା ଭାଗ୍ୟ । ପନ୍ନାରେ ନିଆରା ହୀରା ପାଇଲେ ଶ୍ରମିକ । ହୀରାର ଆନୁମାନିକ ମୂଲ୍ୟ 10ରୁ 12 ଲକ୍ଷ ହେବ ବୋଲି କୁହାଯାଉଛି ।

7.ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, ସହିନପାରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ସାଲିଆ ସାହି ଶ୍ରୀରାମ ନଗରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ।

8.ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ Vodafone CEO Nick Read

ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ ଭୋଡାଫୋନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Vodafone CEO Nick Read will resign) ।

9.Aryan Khan Drugs Case: ବଢିପାରେ ଆର୍ଯ୍ୟନଙ୍କ ଅଡୁଆ, ପୁନଃ ତଦନ୍ତ ପାଇଁ ପିଟିସନ ଦାୟର

ମୁମ୍ବାଇର ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ (Aryan Khan drug party case) ପୁନଃ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସୟ ଦାୟର ହୋଇଛି ।

10.FIFA World Cup : କ୍ବାର୍ଟରରେ ବ୍ରାଜିଲ-କ୍ରୋଏସିଆ, ବିଶ୍ବକପରୁ ବିଦା ଜାପାନ ଓ ଦକ୍ଷିଣ କୋରିଆ

କାତାରରେ ଫିଫା ବିଶ୍ବକପ 2022 ଜାରି ରହିଛି । 16 ତମ ମ୍ୟାଚରେ ଦକ୍ଷିଣ କୋରିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.