ETV Bharat / bharat

୩ ଦିନିଆ ୱାୟନାଡ ଗସ୍ତରେ ରାହୁଲ ଗାନ୍ଧୀ

ଆଜିଠୁ ୩ ଦିନିଆ କେରଳର ୱାୟନାଡ ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

author img

By

Published : Aug 16, 2021, 10:08 AM IST

୩ ଦିନିଆ ଓ୍ବାୟନାଡା ଗସ୍ତରେ ରାହୁଲ ଗାନ୍ଧୀ
୩ ଦିନିଆ ଓ୍ବାୟନାଡା ଗସ୍ତରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜିଠୁ ୩ ଦିନିଆ କେରଳର ୱାୟନାଡ ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ କଂଗ୍ରେସ ଦଳ ପକ୍ଷରୁ ସୂଚନା ମିଳିଛି । ଆଜି ସେ ମନନ୍ତଭାଡିର ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ଏହା ପରେ ପାଦିନଜରାଥରର କୋଭାଲାଥୋଡ କଲୋନୀ ଏବଂ ପୋନକୁଜିର କାଟୁନାଇକା କଲୋନୀରେ ଦୁଇଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିବେ ।

ଉଦଘାଟନ ପରେ ସେ ନୋଲପୁଜା ସ୍ଥିତ ଏକ ଡେଣ୍ଟାଲ ୟୁନିଟ ପରିବାର ସ୍ବାସ୍ଥ୍ୟକେନ୍ଦ୍ରର ଉଦଘାଟନ କରିବେ । ଏହାସହ ଆସନ୍ତାକାଲି କଲପେଟା ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟିବେ। ଏହାପରେ କରାସେରୀ ପଞ୍ଚାୟତରେ କୃଷକ ଦିବସ କାର୍ଯ୍ୟକ୍ରମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମାଲାପୁରାମର ୱାଣ୍ଡୋରରେ ଗାନ୍ଧୀ ଭବନ ସ୍ନେହରମାମ ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.