ETV Bharat / bharat

Tejashwi Yadav Engagement: ଆଜି ଦିଲ୍ଲୀରେ ତେଜସ୍ବୀଙ୍କ ନିର୍ବନ୍ଧ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ RJD ନେତା ତେଜସ୍ବୀ ଯାଦବ । ଆଜି ଦିଲ୍ଲୀରେ ନିର୍ବନ୍ଧ । ଅଧିକ ପଢନ୍ତୁ

author img

By

Published : Dec 9, 2021, 9:01 AM IST

Tejashwi Yadav Marriage: ବିବାହ ବନ୍ଧନରେ ବାନ୍ଧି ହେବେ RJD ନେତା ତେଜସ୍ବୀ ଯାଦବ, ଆଜି ନିର୍ବନ୍ଧ

ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ RJD( Rashtriya Janata Dal) ସୁପ୍ରିମୋ ଲାଲୁ ପ୍ରାସଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ (Tejashwi Yadav Engagement) । ଏନେଇ ଟ୍ବିଟରରେ ସୂଚନା ଦେଇଛନ୍ତି ତେଜସ୍ବୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ । ତେବେ ଆଜି ଦିଲ୍ଲୀରେ ତେଜସ୍ବୀଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ରହିଛି । କେବଳ ପରିବାରର ସଦସ୍ୟ ଓ କିଛି ସମ୍ପର୍କୀୟ ଯୋଗ ଦେବାକୁ ଥିବା ବେଳେ ଏହି ଅବସରରେ ଗତକାଲି ଦିଲ୍ଲୀରେ ଆସି ପହଞ୍ଚି ସାରିଛନ୍ତି ତେଜସ୍ବୀଙ୍କ ପରିବାର ।

ଏକ ବିଶେଷସୁତ୍ରରୁ ଜଣାପଡିଛି ଯେ ତେଜସ୍ବୀଙ୍କ ଜୀବନ ସାଥୀ ହରିୟାଣାର । ଉଭୟ ଉଭୟଙ୍କୁ ବହୁ ବର୍ଷ ହେଲା ଜାଣିଛନ୍ତି । ତେବେ ତାଙ୍କ ପରିବାର ସହି ଘନିଷ୍ଠ ସମ୍ପର୍କ ଥିବା ମଧ୍ୟ କହିଛନ୍ତି ଭାଇ ବିରେନ୍ଦ୍ର । ଆରଜେଡି କର୍ମୀ ମାନେ ଏନେଇ ଖୁସି ଥିବା ମଧ୍ୟ ସେ କହିଛନ୍ତି । ତେଜସ୍ବୀଙ୍କ ୮ଜଣ ଭାଇଭଉଣୀ ଥିବା ବେଳେ ସେ ସମସ୍ତଙ୍କ ଠାରୁ ସାନ । ତାଙ୍କର ଅନ୍ୟ ଭାଇଭଉଣୀଙ୍କ ବିବାହ ସରିଛି । ସେ ୨୦୧୫ରୁ ୨୦୧୭ ମଧ୍ୟରେ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ବର୍ତ୍ତମାନ ସେ ଆରଜେଡି ବିଧାୟକ ଦଳର ନେତା ଏବଂ ବିଧାନସଭାର ବିରୋଧୀ ଦଳ ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.