ETV Bharat / bharat

ସୋପିଆନରେ ବିସ୍ଫୋରଣ, 3 ଯବାନ ଆହତ

ଜମ୍ମୁ କଶ୍ମୀର ସୋପିଆନର ସେଡୱେରେ ବିସ୍ଫୋରଣ ହୋଇଛି । ଏକ ଗାଡିରେ ବିସ୍ଫୋରଣ ହୋଇଛି ଫଳରେ 3 ଜଣ ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 2, 2022, 8:06 AM IST

ସୋପିଆନାରେ ବିସ୍ଫୋରଣ
ସୋପିଆନାରେ ବିସ୍ଫୋରଣ

ଶ୍ରୀନଗର: ବଢୁଛି ଆତଙ୍କୀଙ୍କ ଉତ୍ପାତ । ଷଡଯନ୍ତ୍ର ରଚୁଛି ଆତଙ୍କୀ । ଜମ୍ମୁ କଶ୍ମୀର ସୋପିଆନର ସେଡୱେରେ ବିସ୍ଫୋରଣ ହୋଇଛି । ଏକ ଗାଡିରେ ବିସ୍ଫୋରଣ ହୋଇଛି ଫଳରେ 3 ଜଣ ଯବାନ ଆହତ ହୋଇଛନ୍ତି । ଗାଡିରେ ପୂର୍ବରୁ ଗ୍ରେନେଡେ କିମ୍ବା ଆଇଡି ଥିବା ଅନୁମାନ କରାଯାଉଛି । ତେବେ କିପରି ଏହା ହେଲା ତାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା କହିଛନ୍ତି କଶ୍ମୀର ଆଇଜିପି ବିଜୟ କୁମାର । ଏହା ଆତଙ୍କୀଙ୍କ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି ।

  • J&K | A blast took place inside a private hired vehicle at Sedow, Shopian. 3 soldiers injured & shifted to hospital. Nature & source (blast due to grenade or already planted IED inside vehicle or malfunctioning of battery) of blast being investigated & will be shared: IGP Kashmir pic.twitter.com/byzJRClzzI

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, କିଛି ଦିନ ହେବ ସୀମାରେ ଆଶାନ୍ତି ଲାଗି ରହିଛି । ସୁରକ୍ଷାକର୍ମୀ ଓ ସେନାଙ୍କ ମଧ୍ୟରେ ଗୁଳି ବିନିମୟରେ ହୋଇଛି । ମଇ ମାସରେ ସୀମାରେ 10ରୁ ଅଧିକ ଥର ଗୁଳି ବିନିମୟ ହୋଇଛି ଓ 15ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବହିନୀ । ମଇ 31 ତାରିଖରେ ଅବନ୍ତିପୋରା ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲେ ସେନା । ନିକଟରେ ଜଣେ ଟେଲି ଅଭିନେତ୍ରୀ ଓ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.