ETV Bharat / bharat

ହିମ ସ୍ଖଳନରେ ଆଖିବୁଜିଲେ 3 ଯବାନ - କୁପୱାଡାରେ ହିମ ସ୍ଖଳନ 3 ଯବାନଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାରେ ଶୁକ୍ରବାର ହିମ ସ୍ଖଳନରେ 3 ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Three Soldiers Die: କୁପୱାଡାରେ ଭୂସ୍ଖଳ, 3 ଯବାନଙ୍କ ମୃତ୍ୟୁ

author img

By

Published : Nov 18, 2022, 10:20 PM IST

Updated : Nov 18, 2022, 11:04 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାରେ ଆଜି(ଶୁକ୍ରବାର) ହିମ ସ୍ଖଳନରେ 3 ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ କୁପୱାଡା ମାଛିଲ ସେକ୍ଟର ଅଲମୋରାହ ପୋଷ୍ଟରେ ହିମ ସ୍ଖଳନ ହୋଇଥିଲା । ଏଥିରେ 56 ରାଷ୍ଟ୍ରୀୟ ରାଇଫଲର 3 ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କ ମୃତଦେହକୁ ନିକଟ ସେନା ହସ୍ପିଟାଲ ଦ୍ରୁଗମୁଲ୍ଲାକୁ ପୋଲିସ ନେଇଛି ।

  • J&K | In an unfortunate incident, 3 jawans of 56 RR were killed in the line of duty in Machhil area when they came under an avalanche. All the bodies have been retrieved: Kupwara Police

    — ANI (@ANI) November 18, 2022 " class="align-text-top noRightClick twitterSection" data=" ">

ମୃତ ଯବନାଙ୍କ ମଧ୍ୟରେ ରହିଛନ୍ତି 56 ରାଷ୍ଟ୍ରୀୟ ରାଇଫଲର ମୁକେଶ କୁମାର, ସୌଭିକ ହାଜରା ଓ ଗାଇକୱାଡ ମନୋଜ ଲକ୍ଷ୍ମଣ ରାଓ । ଏହି 3 ଯବାନ ଆଜି (ଶୁକ୍ରବାର) ମଧ୍ୟାହ୍ନ 12 ଟା ତଥା ଘଟଣା ସମୟରେ କୁପୱାଡା ମାଛିଲ ଅଞ୍ଚଳରେ ଡ୍ୟୁଟିରେ ଥିଲେ ।

Last Updated : Nov 18, 2022, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.