ETV Bharat / bharat

ଟିଭି ଅଭିନେତ୍ରୀ ଅମରିନା ଭଟ୍ଟଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀର ଚାଦୁରା ଅଞ୍ଚଳରେ ଟିଭି ଅଭିନେତ୍ରୀଙ୍କୁ ଗୁଳି କଲେ ଆତଙ୍କବାଦୀ । ହସ୍ପିଟାଲରେ ମୃତ । ମୃତକଙ୍କ 10 ବର୍ଷୀୟ ପୁତୁରା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଟିଭି ଅଭିନେତ୍ରୀ ଅମ୍ରିନ ଭଟ୍ଟଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

author img

By

Published : May 25, 2022, 9:58 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଚାଦୁରା ଅଞ୍ଚଳରେ ଟିଭି ଅଭିନେତ୍ରୀଙ୍କୁ ଗୁଳି କର ହତ୍ୟା କଲେ ଆତଙ୍କବାଦୀ । ମୃତ ଟିଭି ଅଭିନେତ୍ରୀଙ୍କ ନାମ ଅମରିନା ଭଟ୍ଟ ବୋଲି ଜଣାପଡିଛି । ମୃତ ଅମରିନାଙ୍କ 10 ବର୍ଷୀୟ ପୁତୁରା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

  • Jammu & Kashmir | Terrorists fired upon a civilian in the Chadoora area of Budgam district. Further details awaited.

    — ANI (@ANI) May 25, 2022 " class="align-text-top noRightClick twitterSection" data=" ">

ଆଜି ସଂନ୍ଧ୍ୟାରେ ମଧ୍ୟ କାଶ୍ମୀରରେ ଚାଦୁରା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି ଆତଙ୍କୀ । ଗୁରୁତର ଅବସ୍ଥାରେ ଦୁହିଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅଭିନେତ୍ରୀ ଅମିରିନାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମୃତକଙ୍କ 10 ବର୍ଷୀୟ ପୁତୁରାର ହାତରେ ଗୁଳି ବାଜିଥିବା ବେଳେ ଚିକିତ୍ସା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.