ETV Bharat / bharat

ତେଲେଙ୍ଗାନା ପେଙ୍ଗାଙ୍ଗା ଜଳସେଚନ ପ୍ରକଳ୍ପରେ ଅଗ୍ନିକାଣ୍ଡ, ଜଣେ ମୃତ - fire breaks out at Penganga lift irrigation project

ଅଗ୍ନିକାଣ୍ଡରେ ଜଣେ ମୃତ । ତେଲେଙ୍ଗାନାର ପେଙ୍ଗାଙ୍ଗା ଜଳସେଚନ ପ୍ରକଳ୍ପ କାମ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଘଟଣାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅଧିକ ପଢନ୍ତୁ...

ତେଲେଙ୍ଗାନା ପେଙ୍ଗାଙ୍ଗା ଜଳସେଚନ ପ୍ରକଳ୍ପରେ ଅଗ୍ନିକାଣ୍ଡ, ଜଣେ ମୃତ

author img

By

Published : Mar 29, 2021, 9:17 AM IST

ହାଇଦ୍ରାବାଦ: ଅଗ୍ନିକାଣ୍ଡରେ ଜଣେ ମୃତ । ତେଲେଙ୍ଗାନାର ପେଙ୍ଗାଙ୍ଗା ଜଳସେଚନ ପ୍ରକଳ୍ପ କାମ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ଏହାସହ ପାଖରେ ଥିବା ଅନେକ ଗୁଡିଏ ଯାନାବାହନ ଜଳି ପୋଡି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଜଳସେଚନ ପ୍ରକଳ୍ପ କାମରେ ପାଖାପାଖି 50 ଲୋକ କାମ କରୁଥିଲେ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଜଣେ ବ୍ୟକ୍ତି ଫସିକି ରହିଯାଇଥିଲେ । ଡୋମେଷ୍ଟିକ ସିଲିଣ୍ଡର ଫାଟିବା ଫଳରେ ଘଟଣାସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟୁ ହୋଇଛି। ଏହାସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଜଳୁଥିବା ତିନୋଟି ଟିପର ଓ ଗୋଟିଏ ଟ୍ରାକ୍ଚରରୁ ନିଆଁ ଲିଭାଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ। ଏହାସହ ମୃତ ବ୍ୟକ୍ତିଙ୍କ ଶରୀରକୁ ସରକାରୀ ହସ୍ସିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.