ETV Bharat / bharat

ପୁଣି କାଶ୍ମୀର ପଣ୍ଡିତଙ୍କ ଗଡିଲା ମୁଣ୍ଡ ! ତହସିଲଦାର PSOଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ

author img

By

Published : May 12, 2022, 5:44 PM IST

Updated : May 12, 2022, 6:01 PM IST

ତହସିଲଦାରଙ୍କ PSOକୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

କାଶ୍ମୀରରେ ତହସିଲଦାର PSOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରରେ ଜଣେ ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ନାମ ରାହୁଲ ଭଟ୍ଟ ଓ ସେ ବଡଗାମ ଜିଲ୍ଲାର ଚାଦୁରାରେ ତହସିଲଦାରଙ୍କ PSO ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଆଜି ଅପରାହ୍ନରେ ରାହୁଲଙ୍କୁ ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ସେ ଜଣେ କାଶ୍ମୀର ପଣ୍ଡିତ ଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ ସମ୍ପର୍କରେ କାଶ୍ମୀର ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି । ଘଟଣାସ୍ଥଳରେ ସୁରକ୍ଷା ବଳର ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

  • #UPDATE | Injured employee of Tehsil office, Chadoora - Rahul Bhat - succumbs at SMHS hospital. He was shot at by the terrorists at Tehsil office, Chadoora in Budgam district.#JammuAndKashmir

    — ANI (@ANI) May 12, 2022 " class="align-text-top noRightClick twitterSection" data=" ">

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2022, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.