ETV Bharat / bharat

ବିଛା ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

author img

By

Published : Nov 16, 2022, 6:47 AM IST

ବିଛା ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ । କିପରି କଟିବ ଦାମ୍ପତ୍ୟ ଜୀବନ । ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ବିଛା ରାଶିରେ ରବିଙ୍କ ଚଳନ ।

ବିଛା ରାଶିକୁ ଚଳନ କଲେ ରବି
ବିଛା ରାଶିକୁ ଚଳନ କଲେ ରବି

ମେଷ

ବର୍ତ୍ତମାନ ରବି ତୁଳା ରାଶିରୁ ବିଛା ରାଶିରେ ପ୍ରବେଶ କରିବେ । ମେଷ ରାଶିର ବ୍ୟକ୍ତିମାନଙ୍କର ଖର୍ଚ୍ଚ ଗୋଟିଏ ମାସ ପାଇଁ ବୃଦ୍ଧିପାଇବ । ବର୍ତ୍ତମାନ ଭ୍ରମଣ ଓ ଯୋଗ କରିବେ । ସ୍ୱାସ୍ଥ୍ୟ ଭଲ ରହିବା ସହିତ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତୀ ହେବ ଏବଂ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

ଉପଚାର– ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ବୃଷ

ବିଛା ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ବୃଷ ରାଶି ଥିବା ବ୍ୟକ୍ତିମାନଙ୍କର ଗୃହସ୍ଥ ଜୀବନ ଅଶାନ୍ତ ହୋଇପାରେ । ଏହି ସମୟରେ ଆପଣ ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିପାରନ୍ତି । ବ୍ୟବସାୟ ସହଭାଗୀମାନଙ୍କ ସହିତ ଆପଣଙ୍କର ମତାନ୍ତର ଉଜାଗର ହୋଇପାରେ ।

ଉପଚାର – ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ମିଥୁନ

ବିଛା ରାଶିକୁ ରବିଙ୍କର ଚଳନ ହେଉଥିବା କାରଣରୁ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସମୟ ଅନୁକୂଳ ହୋଇପାରେ । ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ଶତୃପକ୍ଷ ଦୁର୍ବଳ ହେବେ । ବିଦେଶରୁ ଆପଣ ଲାଭବାନ ହୋଇପାରନ୍ତି ।

ଉପଚାର – ସୂର୍ଯ୍ୟଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।

କର୍କଟ

କର୍କଟ ରାଶି ପାଇଁ ଏହି ବିଛା ରାଶିରେ ରବିଙ୍କର ଚଳନ ସମୟ ପୂର୍ବ ଭଳି ସାଧାରଣ ହେବ । ଏହି ସମୟରେ ଆପଣ ନିଜର ବାକ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଭ୍ରମଣ ପାଇଁ ସମୟ ଶୁଭ ରହିବ । ଆପଣଙ୍କର କ୍ଷମତା ବୃଦ୍ଧି ହୋଇପାରେ ।

ଉପଚାର – ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ସିଂହ

ବିଛା ରଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣ ବ୍ୟାବସାୟୀକ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ମାର୍ଗ ଫିଟିଯିବ । ହେଲେ ଏହି ସମୟରେ ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ ।

ଉପଚାର – ଗରିବଙ୍କୁ ଗହମ ଦାନ କରନ୍ତୁ ।

କନ୍ୟା

ବର୍ତ୍ତମାନ ରବି ଆପଣଙ୍କ ରାଶିର ତୃତୀୟ ଘରେ ରହିବେ । ଏହା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ହେଲେ ନିଜର ସାନ ଭାଇଭଉଣୀମାନଙ୍କ ସହିତ ମନୋମାଳିନ୍ୟ ବୃଦ୍ଧି ହୋଇପାରେ । ଗଳାରେ ଯନ୍ତ୍ରଣା କିମ୍ବା ଅଣନିଃଶ୍ୱାସୀ ହେବା ଭଳି ଅନୁଭବ କରିପାରନ୍ତି ।

ଉପଚାର– ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ଆରାଧନା କରନ୍ତୁ ।

ତୁଳା

ବିଛା ରାଶିରେ ରବିଙ୍କର ଚଳନର ଏହି ସମୟ ଆପଣଙ୍କ ପାଇଁ ପୂର୍ବ ଭଳି ସାଧାରଣ ରହିବ । ପରିବାରର ସଦସ୍ୟମାନଙ୍କ ସହିତ ଆପଣଙ୍କର ମତାନ୍ତର ହୋଇପାରେ । ଆୟ ବୃଦ୍ଧି ପାଇଁ ଆପଣଙ୍କର ଉଦ୍ୟମ ସୁଫଳ ପ୍ରଦାନ କରିବ ।

ଉପଚାର– ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ।

ବିଛା

ବର୍ତ୍ତମାନ ଗୋଟିଏ ମାସ ପାଇଁ ରବି ଆପଣଙ୍କ ରାଶିରେ ରହିବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ । ହେଲେ ଜୀବନ ସାଥୀଙ୍କ ସହିତ ମତାନ୍ତର ଦେଖାଦେଇପାରେ ।

ଉପଚାର – ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

ଧନୁ

ବିଛା ରାଶିରେ ରବି ପ୍ରବେଶ କରିବା ଦ୍ୱାରା ଧନୁ ରାଶିର ବ୍ୟକ୍ତିମାନଙ୍କର ଶତୃପକ୍ଷ ଦୁର୍ବଳ ହେବେ । ବିଦେଶ ସମ୍ବନ୍ଧିତ କାର୍ଯ୍ୟରୁ ଆପଣ ବିରାମ ପାଇବେ ।

ଉପଚାର– ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରିବା ଉଚିତ ।

ମକର

ବିଛା ସଂକ୍ରାନ୍ତି ଠାରୁ ଗୋଟିଏ ମାସ ଆପଣଙ୍କ ପାଇଁ ସ୍ୱତନ୍ତ୍ର ହୋଇପାରେ । ଆପଣଙ୍କର ନେଟୱର୍କ ବୃଦ୍ଧି ପାଇବ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଆୟ ମଧ୍ୟ ବୃଦ୍ଧି ହେବ ।

ଉପଚାର– ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

କୁମ୍ଭ

ବିଛା ରାଶିରେ ରବିଙ୍କର ଚଳନ ଆପଣଙ୍କ ପାଇଁ ଶୁଭ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣ କଠିନ ପରିଶ୍ରମ ଦ୍ୱାରା ନିଜ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ହେଲେ ଆପଣଙ୍କୁ ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ ।

ଉପଚାର – ଭଗବାନ ଶିବଙ୍କର ଅଭିଷେକ କରିବା ସହିତ ଗରିବମାନଙ୍କୁ ଦାନ କରନ୍ତୁ ।

ମୀନ

ବିଛା ରାଶିରେ ରବିଙ୍କର ଚଳନ ହେଉଥିବାରୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଏହି ସମୟରେ ଆପଣ ଭ୍ରମଣ କରିବେ । ପୂର୍ବ ଭଳି ଦାମ୍ଭିକ ହୁଅନ୍ତୁ । ଛୋଟ ଭାଇଭଉଣୀମାନଙ୍କୁ ଭଲ ବ୍ୟବହାର କରନ୍ତୁ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.