ବାଲେଶ୍ବର/ଭଦ୍ରକ: ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-4 ର ପରୀକ୍ଷଣ ସଫଳ ହୋଇଛି । ଆଜି ଭଦ୍ରକ ଜିଲ୍ଲାର ଧାମରା ନିକଟବର୍ତ୍ତୀ ଅବଦୁଲ କଲାମ ଦ୍ବୀପରୁ ସନ୍ଧ୍ୟା 7 ଟା 30ରେ ସଫଳତାର ସହ ପରୀକ୍ଷଣ ଶେଷ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
-
A successful training launch of an Intermediate-Range Ballistic Missile, Agni-4, was carried out at approximately 1930 hours today from APJ Abdul Kalam Island, Odisha. The launch validated all operational parameters as also the reliability of the system: Defence Ministry pic.twitter.com/bcwOs2KkXU
— ANI (@ANI) June 6, 2022 " class="align-text-top noRightClick twitterSection" data="
">A successful training launch of an Intermediate-Range Ballistic Missile, Agni-4, was carried out at approximately 1930 hours today from APJ Abdul Kalam Island, Odisha. The launch validated all operational parameters as also the reliability of the system: Defence Ministry pic.twitter.com/bcwOs2KkXU
— ANI (@ANI) June 6, 2022A successful training launch of an Intermediate-Range Ballistic Missile, Agni-4, was carried out at approximately 1930 hours today from APJ Abdul Kalam Island, Odisha. The launch validated all operational parameters as also the reliability of the system: Defence Ministry pic.twitter.com/bcwOs2KkXU
— ANI (@ANI) June 6, 2022
ଆଜିର ପରୀକ୍ଷଣ ସମସ୍ତ ପାରାମିଟର ସଫଳତାର ସହ ଅତିକ୍ରମ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଗ୍ନୀ-4 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 4 ହଜାର କିଲୋମିଟର । ଏଥିରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିହେବ। ଏହାକୁ କ୍ରମାଗତ ବିକଶିତ ମଧ୍ୟ କରାଯାଉଛି ।