ETV Bharat / bharat

ଏମିତି ଚାଲିଛି ଅନଲାଇନ ଶିକ୍ଷା ବ୍ୟବସ୍ଥା ! ଗଛରେ ଚଢି ପାଠ ପଢୁଛନ୍ତି ପିଲା

author img

By

Published : Jul 5, 2021, 1:15 PM IST

Updated : Jul 5, 2021, 1:34 PM IST

ନିକଟରେ ତାମିଲନାଡୁର ନମାକଲ ଜିଲ୍ଲାର ପାରାପଞ୍ଚୋଲାଇ ଏବଂ ପେରିଆ ଗୋମ୍ବାଇ ଗାଁରେ ନେଟୱର୍କ ସମସ୍ୟା ପାଇଁ କିଛି ଛାତ୍ରଛାତ୍ରୀ ଜୀବନକୁ ବିପଦରେ ପକାଇ ମୋବାଇଲ ଟାୱାରରେ ଚଢିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଲମ୍ବା ଗଛରେ ଚଢି ଅନଲାଇନ କ୍ଲାସ କରୁଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଗଛରେ ଚଢି ଅନଲାଇନ କ୍ଲାସ କରୁଛନ୍ତି ଛାତ୍ରଛାତ୍ରୀ

ଚେନ୍ନାଇ:କୋରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଅନଲାଇନ କ୍ଲାସକୁ ଗୁରୁତ୍ବ ଦିଆଯାଉଛି । କିନ୍ତୁ ଅନଲାଇନ କ୍ଲାସ ପାଇଁ ବିଭିନ୍ନ ସ୍ଥାନରୁ ବହୁ ସମସ୍ୟା ଉପୁଜୁଥିବା ଖବର ସାମ୍ନାକୁ ଆସୁଛି । ସାଧାରଣତଃ ଉପାନ୍ତ ଅଞ୍ଚଳରେ ବହୁ ସମସ୍ୟା ଉପୁଜୁଥୁବା ଖବର ସାମ୍ନାକୁ ଆସୁଛି । ଅନଲାଇନ କ୍ଲାସର ବାସ୍ତବ ଚିତ୍ର ପ୍ରକୃତରେ କଣ ରହିଛି ଦେଖନ୍ତୁ ।

ନିକଟରେ ତାମିଲନାଡୁର ନମାକଲ ଜିଲ୍ଲାର ପାରାପଞ୍ଚୋଲାଇ ଏବଂ ପେରିଆ ଗୋମ୍ବାଇ ଗାଁରେ ନେଟୱାର୍କ ସମସ୍ୟା ପାଇଁ କିଛି ଛାତ୍ରଛାତ୍ରୀ ଜୀବନକୁ ବିପଦରେ ପକାଇ ମୋବାଇଲ ଟାୱାରରେ ଚଢିଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଲମ୍ବା ଗଛରେ ଚଢି ଅନଲାଇନ କ୍ଲାସ କରୁଥିବାର ଦେଖିବାକୁ ମିଳିଥିଲା ।

ଏନେଇ ସ୍ଥାନୀୟ ଲୋକେ ନେଟୱାର୍କ ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ସହ ଏକ ମୋବାଇଲ ନେଟୱାର୍କ ବସାଇବା ପାଇଁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2021, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.