ETV Bharat / bharat

SSC Recruitment scam: ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ପାର୍ଥ ଚାଟାର୍ଜୀ

SSCରେ ନିଯୁକ୍ତି ଦୁର୍ନୀତି ମାମଲାରେ (School Service Commission Recruitment Scam) କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ TMC ନେତା ତଥା ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଅଧିକ ପଢନ୍ତୁ

SSC Recruitment scam: ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ପାର୍ଥ ଚାଟାର୍ଜୀ
SSC Recruitment scam: ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ପାର୍ଥ ଚାଟାର୍ଜୀ
author img

By

Published : May 20, 2022, 5:47 PM IST

କୋଲକାତା: ଏସଏସସିରେ ନିଯୁକ୍ତି ଦୁର୍ନୀତି ମାମଲା(School Service Commission Recruitment Scam) ମାମଲାରେ କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ତୃଣମୂଳ କଂଗ୍ରେସ(TMC) ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଗତ ବୁଧବାର କୋଲକାତା ହାଇକୋର୍ଟ ପାର୍ଥ ଚାଟାର୍ଜୀଙ୍କୁ CBI ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ନିଜାମ ପ୍ୟାଲେସସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ । ସିବିଆଇ ଜେରାର ସାମ୍ନା କରିବା ପରେ ପାର୍ଥ ଚାଟାର୍ଜୀ ବିଳମ୍ବିତ ରାତିରେ ନିଜ ଓକିଲଙ୍କ ସହ ପରାମର୍ଶ କରିଥିଲେ । ଏହାପରେ ସେ ଜଷ୍ଟିସ ଅଭିଜିତ ଗାଙ୍ଗୁଲିଙ୍କ ଖଣ୍ଡପୀଠର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.