କୋଲକାତା: ଏସଏସସିରେ ନିଯୁକ୍ତି ଦୁର୍ନୀତି ମାମଲା(School Service Commission Recruitment Scam) ମାମଲାରେ କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ତୃଣମୂଳ କଂଗ୍ରେସ(TMC) ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଗତ ବୁଧବାର କୋଲକାତା ହାଇକୋର୍ଟ ପାର୍ଥ ଚାଟାର୍ଜୀଙ୍କୁ CBI ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ନିଜାମ ପ୍ୟାଲେସସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ । ସିବିଆଇ ଜେରାର ସାମ୍ନା କରିବା ପରେ ପାର୍ଥ ଚାଟାର୍ଜୀ ବିଳମ୍ବିତ ରାତିରେ ନିଜ ଓକିଲଙ୍କ ସହ ପରାମର୍ଶ କରିଥିଲେ । ଏହାପରେ ସେ ଜଷ୍ଟିସ ଅଭିଜିତ ଗାଙ୍ଗୁଲିଙ୍କ ଖଣ୍ଡପୀଠର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।
SSC Recruitment scam: ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ପାର୍ଥ ଚାଟାର୍ଜୀ - ଏସଏସସି ନିଯୁକ୍ତି ଦୁର୍ନୀତି
SSCରେ ନିଯୁକ୍ତି ଦୁର୍ନୀତି ମାମଲାରେ (School Service Commission Recruitment Scam) କୋଲକାତା ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ TMC ନେତା ତଥା ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଅଧିକ ପଢନ୍ତୁ