ETV Bharat / bharat

ହାଓଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ନିଆଁ - ଭାରତୀୟ ରେଳ

ହାଓଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ନିଆଁ । ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା କୁପମ ଷ୍ଟେସନରେ ଅଟକିଛି ଟ୍ରେନ (fire in Duronto Express)। ନିଆଁ ଲାଗିଥିବା ବଗିରୁ ଯାତ୍ରୀଙ୍କୁ କରାଗଲା ଉଦ୍ଧାର । ଅଧିକ ପଢନ୍ତୁ

ହାଓଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ଧୁଆଁ

author img

By

Published : Nov 27, 2022, 4:34 PM IST

ଅମରାବତୀ: ହାଓ୍ବଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ନିଆଁ । ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାର କୁପମ ଷ୍ଟେସନ ନିକଟବର୍ତ୍ତୀ ସ୍ଥାନରେ ଟ୍ରେନର ଏକ ବଗିରେ ନିଆଁ ଦେଖାଯିବା ପରେ ଟ୍ରେନକୁ ଷ୍ଟେସନରେ ଅଟକାଯାଇଛି (fire in Duronto Express)। S-9 ବଗିରେ ନିଆଁ ଲାଗିଥିବା ଯୋଗୁ ଧୁଆଁ ବାହାରୁଥିବା ଜଣାପଡିଛି । ଘଟଣାସ୍ଥଳରେ ରେଳ ସୁରକ୍ଷା ବଳର ଯବାନ ଓ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି ।

  • Chittoor, Andhra Pradesh | Local police rushed to rescue passengers after a fire broke out in a bogie of the Bangalore - Howrah express train. No casualties have yet been reported. Fire is being doused. Further details awaited pic.twitter.com/gO4XVFxSod

    — ANI (@ANI) November 27, 2022 " class="align-text-top noRightClick twitterSection" data=" ">

ନିଆଁ ଲାଗିଥିବା ବଗିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । କୌଣସି ଯାତ୍ରୀ ମୃତାହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ନିଆଁ ଲାଗିବାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନଥିବାବେଳେ, ରେଳବାଇ ବୈଷୟିକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.