ETV Bharat / bharat

ତାମିଲନାଡୁରେ ଅଘଟଣ, ୩୦୦ ଫୁଟ ଗଭୀର ଗାତରେ ଖସିପଡିଲେ ୩ ଶ୍ରମିକ - ଖଣିରେ କାମ କରୁଥିବା ଗଭିର ଗାତରେ ପଡିଗଲେ ଶ୍ରମିକ

ତାମିଲନାଡୁର ମୁନେରପାଲ୍ଲାମରେ ଖଣିରେ କାମ କରୁଥିବାବେଳେ ୩୦୦ ଫୁଟ ଗଭୀର ଗାତରେ ପଡିଗଲେ ୬ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଡନ୍ତୁ

୩୦୦ ଫୁଟ ଗଭିର ଗାତରେ ପଡିଗଲେ ୩ ଶ୍ରମିକ
୩୦୦ ଫୁଟ ଗଭିର ଗାତରେ ପଡିଗଲେ ୩ ଶ୍ରମିକ
author img

By

Published : May 15, 2022, 12:07 PM IST

ଚେନ୍ନାଇ: ତାମିଲନାଡୁରେ ଅଭାବନୀୟ ଘଟଣା । ଖଣିରେ କାମ କରୁଥିବା ବେଳେ ୩୦୦ ଫୁଟ ଗଭୀର ଗାତରେ ପଡିଗଲେ ୬ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି । ଗତକାଲି ବିଳମ୍ବିତ ରାତିରେ ମୁନେରପାଲ୍ଲାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ମୁନେରପାଲ୍ଲାମରର ଏକ ଖଣିରୁ ପଥର ଖସିବାରୁ ଟ୍ରକରେ ଆସିଥିବା ଶ୍ରମିକ ଗଭିର ଗାତରେ ପଡିଯାଇଥିଲେ । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଟ୍ରକ ଡ୍ରାଇଭର ସେଲଭା କୁମାର, ରାଜେନ୍ଦ୍ରନ, ସେଲଭାମ, ମୁରୁଗାନ ଓ ବିଜୟ ବୋଲି ଜଣାପଡିଛି । ଏନେଇ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.