ETV Bharat / bharat

ଜମ୍ମୁରେ ଛଅ ପୋଲିସ କର୍ମଚାରୀଙ୍କୁ ଜେକେ ପୋଲିସ ମେଡାଲ - meritorious services

ଜମ୍ମୁ କାଶ୍ମୀରରେ ଛଅଜଣ ପୋଲିସ କର୍ମଚାରୀଙ୍କୁ ଦେଶ ସେବା ପାଇଁ ଜେକେ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀର  ପୋଲିସ
ଜମ୍ମୁ କାଶ୍ମୀର ପୋଲିସ
author img

By

Published : Jan 26, 2021, 3:10 PM IST

ଶ୍ରୀନଗର: ଆଜି ସାରା ଦେଶ 72ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ ଜମ୍ମୁ କାଶ୍ମୀରରେ ଛଅଜଣ ପୋଲିସ କର୍ମଚାରୀଙ୍କୁ ଦେଶ ସେବା ପାଇଁ ଜେକେ ପୋଲିସ ମେଡାଲ ପ୍ରଦାନ କରାଯାଇଛି ।

ଦେଶ ପାଇଁ ମହାନ କାମ କରିଥାନ୍ତି ଆମ ଯବାନ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ତ୍ୟାଗ କରିଥାନ୍ତି ପୋଲିସ କର୍ମଚାରୀ । ସେମାନଙ୍କ ଏହି ତ୍ୟାଗପୂର୍ଣ୍ଣ ସେବା ପାଇଁ ଜମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ଛଅଜଣ ପୋଲିସ କର୍ମଚାରୀଙ୍କୁ ଜେକେ ପୋଲିସ ମେଡାଲ ପ୍ରଦାନ କରାଯାଇଛି ।

ଜେକେ ପୋଲିସ ମେଡାଲରେ ସମ୍ମାନିତ ହୋଇଥିବା ଛଅଜଣ ପୋଲିସ କର୍ମଚାରୀ ଦେଲେ ଏଡିଜିପି ରଶ୍ମିରଞ୍ଜନ ସ୍ବାଇଁ, ସିଆଇଡି ସତୀଶ ଖାନଦ୍ରେ,ଲାଦାଖ ଏଡିଜିପି ହରମିତ ସିଂ ମେହେତା, ଅତିରିକ୍ତ ଏସପି ରଜନୀ ଶର୍ମା, ଏସଆଇ ଗୁଲାମ ଶାହା ରୁବାନି ଓ ଏସଆଇ ମାସୁଦ ଅହମ୍ମଦ । ଏହା ସହିତ ଅପରାଧିକ କ୍ଷେତ୍ରରେ ସାହାସ ପ୍ରର୍ଦଶନ କରିବା ପାଇଁ ଓ ଜୀବନବ୍ୟାପୀ ଦେଶ ସେବା ପାଇଁ 169 ପୋଲିସଙ୍କୁ ଜେକେ ପୋଲିସ ମେଡାଲ ପ୍ରଦାନ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.