ETV Bharat / bharat

ନୋଏଡାରୁ BJP ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ - ଶ୍ରୀକାନ୍ତ ତ୍ୟାଗୀ

ଉତ୍ତପ୍ରଦେଶର ନୋଏଡାରୁ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଏହି ବିଶେଷ ସୂଚନା ମିଳିଛି । ଅଧିକ ପଢନ୍ତୁ

ବନ୍ଧା ହେଲେ ଶ୍ରୀକନ୍ତ ତ୍ୟାଗୀ
ବନ୍ଧା ହେଲେ ଶ୍ରୀକନ୍ତ ତ୍ୟାଗୀ
author img

By

Published : Aug 9, 2022, 11:56 AM IST

Updated : Aug 9, 2022, 12:33 PM IST

ଲକ୍ଷ୍ନୌ: ବନ୍ଧା ହେଲେ ନିଜକୁ ବିଜେପି ନେତା ବୋଲାଉଥିବା ଶ୍ରୀକାନ୍ତ ତ୍ୟାଗୀ । ନୋଏଡା ପୋଲିସ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଏହି ବିଶେଷ ସୂଚନା ମିଳିଛି । କିଛି ଦିନ ତଳେ ଗଛ ଲଗାଇବାକୁ ନେଇ ଜଣେ ମହିଳାଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଗତକାଲି (ସୋମବାର) ଶ୍ରୀକାନ୍ତ ତ୍ୟାଗୀଙ୍କ ବେଆଇନ ନିର୍ମାଣ ଉପରେ ଉଚ୍ଛେଦ ହୋଇଥିଲା । ମହିଳାଙ୍କୁ ର୍ଦୁବ୍ୟବହାର କରିଥିବା ଭିଡିଓ ଭାଇରାଲ ହେବା ପରେ ବିବାଦୀୟ ହେବା ପରେ ଫେରାର ଥିଲେ ଶ୍ରୀକାନ୍ତ । ତାଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ହେପାଜତରେ ନେଇଥିଲା ପୋଲିସ । ଆଜି ତାଙ୍କୁ ଗିରଫ କରିଛି ୟୁପି ପୋଲିସ ।

ଶ୍ରୀକାନ୍ତଙ୍କ 4ଟି ଦାମୀ ଗାଡି ଜବତ କରିଛି ପୋଲିସ । ଜବତ ଏକ କାରରେ ୟୁପି ବିଧାନସଭା ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ତାଙ୍କ ଘରେ ବୁଲଡୋଜର ବୁଲିବା ପରେ ସୋସାଇଟି ଲୋକ ଖୁସି ହୋଇ ପରସ୍ପର ମିଠା ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ଶ୍ରୀକାନ୍ତଙ୍କ ସହ ଅନ୍ୟ 3ଜଣଙ୍କୁ ଗିରଫ କରିଛି ପୋଲିସ । ଶ୍ରୀକାନ୍ତଙ୍କୁ ଗିରଫ କିରବାକୁ ଏସଟିଏଫ ଓ ପୋଲିସର 12ଟି ଟିମ ଲାଗିଥିଲା । ଏହା ସହିତ ତାଙ୍କ ବିଷୟରେ ସୂଚନା ଦେବା ନେଇ ପୋଲିସ ପକ୍ଷରୁ 25 ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ଏହା ବି ପଢନ୍ତୁ...BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର, ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର

ନୋଏଡାର ଗ୍ରାଣ୍ଡ ଓମେକ୍ସ ସେକ୍ଟର 93 ସୋସାଇଟିରେ ଜମେ ମହିଳାଙ୍କୁ ଗାଳି ଗୁଲଜ କରିଥିବା ନେଇ ଯୋଗୀ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଓମେକ୍ସ ସୋସାଇଟିରେ ଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଢାଇଥିଲେ । ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ଫ୍ଲାଟକୁ ଯିବା ଲାଗି ସୋସାଇଟ ବେସମେଣ୍ଟରୁ ଏକ ସିଡି ମଧ୍ୟ ତିଆରି କରିଥିଲେ ପ୍ରଶାସନ ତାକୁ ମଧ୍ୟ ଭାଙ୍ଗି ଦେଇଥିଲା । 6 ଅଗଷ୍ଟରେ ସୋସାଇଟିରେ ଗଛ ଲଗାଇବାକୁ ନେଇ ଜଣେ ମହିଳାଙ୍କୁ ଗାଳି ଗୁଲଜ କରିଥିଲେ। ଏହା ପରେ ବିବାଦରେ ପଡିଥିଲେ ଶ୍ରୀକାନ୍ତ ।

Last Updated : Aug 9, 2022, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.