ETV Bharat / bharat

କୁଲ୍ଲୁରେ ଖାଇକୁ ଖସିଲା ସ୍କୁଲ ବସ, 12 ମୃତ - ବସ ଦୁର୍ଘଟଣାରେ ଏକାଧିକ ମୃତ

ହିମାଚଳ ପ୍ରଦେଶ କୁଲ୍ଲୁରେ ଖାଇକୁ ଖସିଲା ସ୍କୁଲ ବସ । ଘଟଣାସ୍ଥଳରେ 12 ମୃତ । ଅନ୍ୟ କିଛି ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଖାଇକୁ ଖସିଲା ସ୍କୁଲ ବସ, 16 ମୃତ !

author img

By

Published : Jul 4, 2022, 10:26 AM IST

Updated : Jul 4, 2022, 2:25 PM IST

ଡେରାଡୁନ: ହିମାଚଳ ପ୍ରଦେଶ କୁଲ୍ଲୁରେ ଏକ ବସ ଦୁର୍ଘଟଣାରେ 12 ଜଣ ପ୍ରାଣ ହରାଇଛନ୍ତି । ବସଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି ସ୍କୁଲ ବସ ହୋଇଥିବା ମଧ୍ୟ ସୂଚନା ମିଳିଛି । ମୃତାହତଙ୍କ ମଧ୍ୟରେ ସ୍କୁଲ ପିଲା ରହିଥିବା ନେଇ ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି । ଆହତଙ୍କ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • Himachal Pradesh | 10 dead after a private bus rolled off a cliff in Jangla area of Sainj valley on Neoli-Shansher road of Kullu district. Injured being shifted to Local hospitals, teams from Kullu moved to spot: DC Kullu Ashutosh Garg pic.twitter.com/iJ06mN1SEF

    — ANI (@ANI) July 4, 2022 " class="align-text-top noRightClick twitterSection" data=" ">

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରାଯାଇଛି । ସେହିପରି ଆହତଙ୍କୁ 50 ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • The Prime Minister has approved an ex-gratia of Rs. 2 lakh each from PMNRF for the next of kin of those who have lost their lives due to the tragic bus accident in Himachal Pradesh. The injured would be given Rs. 50,000 each.

    — PMO India (@PMOIndia) July 4, 2022 " class="align-text-top noRightClick twitterSection" data=" ">

ଆଜି ସକାଳ ପ୍ରାୟ 8 ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ବସରେ ପ୍ରାୟ 40 ଜଣ ଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

  • हिमाचल प्रदेश के कुल्लू में दुर्भाग्यपूर्ण बस दुर्घटना का अत्यंत दुःखद समाचार प्राप्त हुआ।

    मैं ईश्वर से दिवंगत आत्माओं की शांति और घायलों के शीघ्र स्वास्थ्य लाभ हेतु प्रार्थना करता हूं।

    मेरी संवेदनाएं शोकाकुल परिजनों के साथ हैं।

    — Pushkar Singh Dhami (@pushkardhami) July 4, 2022 " class="align-text-top noRightClick twitterSection" data=" ">
  • #WATCH | HP | Several teams continue rescue work in Jangla area of Sainj valley on Neoli-Shansher road of Kullu district where a private bus rolled off a cliff at around 8 am this morning. At least 10 dead, numbers expected to rise.

    (Disclaimer: disturbing visuals) pic.twitter.com/KL4S8HfxZb

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.