ETV Bharat / bharat

ସେରମର ସୂଚନା, ମେ 20 ପରେ ମହାରାଷ୍ଟ୍ରକୁ ମିଳିବ କୋଭିଲିଲ୍ଡ ଟିକା

ମେ 20 ପରେ ହିଁ ମହାରାଷ୍ଟ୍ରକୁ କୋଭିସିଲ୍ଡ ଭ୍ୟାକ୍ସିନ ଯୋଗାଣ ହୋଇପାରିବ ବୋଲି ସୂଚନା ଦେଇଛି ସେରମ ଇନଷ୍ଟିଚ୍ୟୁଟ । ଏନେଇ ଜଣାଇଛନ୍ତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଅଧିକ ପଢନ୍ତୁ...

author img

By

Published : Apr 27, 2021, 6:03 PM IST

ସେରମର ସୂଚନା, ମେ 20 ପରେ ମହାରାଷ୍ଟ୍ରକୁ ମିଳିବ କୋଭିଲିଲ୍ଡ ଟିକା
ସେରମର ସୂଚନା, ମେ 20 ପରେ ମହାରାଷ୍ଟ୍ରକୁ ମିଳିବ କୋଭିଲିଲ୍ଡ ଟିକା

ମୁମ୍ବାଇ: ମେ ପହିଲାରୁ ଦେଶରେ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କର ହେବ ଟୀକାକରଣ । ହେଲେ କଠିନ ସ୍ଥିତି ଦେଇ ଗତି କରୁଥିବା ମହାରାଷ୍ଟ୍ରକୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପୂର୍ବରୁ ମିଳିପାରିବନି କୋଭିସିଲ୍ଡ ଭ୍ୟାକ୍ସିନ ।

ମେ 20 ପରେ ହିଁ ମହାରାଷ୍ଟ୍ରକୁ କୋଭିସିଲ୍ଡ ଭ୍ୟାକ୍ସିନ ଯୋଗାଣ ହୋଇପାରିବ ବୋଲି ସୂଚନା ଦେଇଛି ସେରମ ଇନଷ୍ଟିଚ୍ୟୁଟ । ଏନେଇ ଜଣାଇଛନ୍ତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

ମାରାଷ୍ଟ୍ରରେ ଏବେ ଉତ୍କଟ ରହିଛି କୋରୋନା ସ୍ଥିତି । ଦୈନିକ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । 500 ଟପୁଛି ମୃତ୍ୟୁ ସଂଖ୍ୟା । ଅନ୍ୟପକ୍ଷେ ଅକ୍ସିଜେନ ଅଭାବ ରାଜ୍ୟ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି । ଏହାରି ମଧ୍ୟରେ ମେ 20 ପରେ ଭ୍ୟାକ୍ସିନ ଯୋଗାଣ ରାଜ୍ୟକୁ ଅଡୁଆରେ ପକାଇପାରେ ବୋଲି ଅନୁମେୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.