ETV Bharat / bharat

ଝିଅଙ୍କୁ ବିଳମ୍ବିତ ରାତିରେ ବାହାରେ ବୁଲିବା କଣ ଦରକାର: AP Singh

author img

By

Published : Aug 1, 2021, 11:11 AM IST

ବନ୍ଧୁତ୍ବ ଦିବସ ଓ ଭାଲେଣ୍ଚାଇନ ଦିବସକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀଙ୍କ ବିବାଦୀୟ ମନ୍ତବ୍ୟ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂ
ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂ

ନୂଆଦିଲ୍ଲୀ: ଦୁନିଆ ବଦଳୁଛି । ସମାଜରେ ଲୋକଙ୍କ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିଛି । ହେଲେ ଅପରାଧ ବଢିଛି । ଗୋଆ ଦୁଷ୍କର୍ମ ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୁବତୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲିବା କଣ ଦରକାର ବୋଲି କହିଥିଲେ । ଏ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ନିଆଯାଇଥିଲା । ବରିଷ୍ଠ ଆଇନଜୀବୀ ଏପି ସିଂଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ଯେଉଁଥିରେ ସେ ବି ମୁଖ୍ୟମନ୍ତ୍ରୀଙ୍କ କଥାକୁ ସମର୍ଥନ କରିଛନ୍ତି ।

Senior advocate ap singh reaction

ପ୍ରତିକ୍ରିୟାରେ ଆଇନଜୀବୀ ଏପି ସିଂ କହିଛନ୍ତି, ରାତିରେ ପୁଅ ଝିଅଙ୍କୁ ବାହାରେ ବୁଲିଲେ କଣ ମିଳିବ । ଯଦି ଆପଣ ବନ୍ଧୁତ୍ବ ଦିବସ ଓ ପ୍ରେମ ଦିବସକୁ ପ୍ରୋତ୍ସାହନ ଦେଉଛନ୍ତି ତେବେ ସମାଜକୁ ଦୁଷ୍କର୍ମ ଭଳି ପରିଣାମ ଭୋଗିବାରୁ ପ୍ରସ୍ତୁତ ରହିବାରୁ ପଡିବ ବୋଲି କହିଛନ୍ତି ଆଇନଜୀବୀ ଏପି ସିଂ ।

ପ୍ରକାଶ ଥାଉ କି, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂ ଯିଏ କି ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କ ପାଇଁ ଲଢିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.