ETV Bharat / bharat

ସରସ୍ବତୀ ପୂଜାରେ ସେଲଫି ସାଜିଲା କାଳ, ଛାତ୍ରୀ ଗୁରୁତର

ସରସ୍ବତୀ ପୂଜାରେ ସେଲଫି ନେବାବେଳେ ଲାଗିଲା ନିଆଁ,ଛାତ୍ରୀ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ତ୍ରିପୁରରା ଦକ୍ଷିଣ ତ୍ରିପୁରା ଜିଲ୍ଲା ଅନ୍ତର୍ଗତ ବେଲୋନିଆ ବିଦ୍ୟାଳୟରେ । ଅଧିକ ପଢନ୍ତୁ...

Saraswati Puja celebration
ସରସ୍ପତି ପୂଜାରେ ସେଲଫି ସାଜିଲା କାଳ,ଛା୍ତ୍ରୀ ଗୁରୁତର
author img

By

Published : Feb 16, 2021, 10:55 PM IST

ଅଗରତାଲା: ସରସ୍ବତୀ ପୂଜାରେ ସେଲଫି ନେବାବେଳେ ଲାଗିଲା ନିଆଁ ,ଛାତ୍ରୀ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି ତ୍ରିପୁରା ଦକ୍ଷିଣ ତ୍ରିପୁରା ଜିଲ୍ଲା ଅନ୍ତର୍ଗତ ବେଲୋନିଆ ବିଦ୍ୟାଳୟରେ ।

ଆଜି ପବିତ୍ର ବସନ୍ତ ପଞ୍ଚମୀରେ ସାରା ଦେଶରେ ବିଭିନ୍ନ ସ୍କୁଲ କଲେଜରେ ପାଳନ ହେଉଛି ବିଦ୍ୟାଦେବୀ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା । ସରସ୍ବତୀ ପୂଜାରେ ଏକ ବିଦ୍ୟାଳୟର ଛାତ୍ରୀ ନିଆଁ ଲାଗି ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ତ୍ରିପୁରା ଜିଲ୍ଲା ଅନ୍ତର୍ଗତ ବେଲୋନିଆ ବିଦ୍ୟାଳୟର ଜଣେ ବାଳିକା ସରସ୍ବତୀ ପୂଜା ସମୟରେ ବିଦ୍ୟାଳୟରେ ଦେବୀ ସରସ୍ବତୀଙ୍କ ମୂର୍ତ୍ତି ଆଗରେ ଦୀପ ପ୍ରଜ୍ବଳନ ବେଳେ ନିଆଁ ଲାଗିବା ପରେ ଗୁରୁତର ଆହତ ହୋଇଛନ୍ତି । ଏହାପରେ ବେଲୋନିଆ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଆହତଙ୍କ ଗୁରୁତରତର ଭାବରେ ଅଗରତାଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟାଳୟର ଏକାଦଶ ମାନ୍ୟତାର ଛାତ୍ର ଜୁମା ଦେ ନାମକ ଛାତ୍ରୀ ବୋଲି ଜଣାପଡିଛି ।

ସେ ତାଙ୍କର ଜଣେ ବନ୍ଧୁଙ୍କ ସେଲଫି ନେବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିଲା । ଏହାପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶରୀରରେ 50 ପ୍ରତିଶତ ନିଆଁ ଲାଗିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.