ETV Bharat / bharat

Russia Ukraine War: ଦ୍ବିତୀୟ ପର୍ଯ୍ୟାରେ ସୁମିରୁ ଫେରୁଛନ୍ତି ଭାରତୀୟ - ଅପରେସନ ଗଙ୍ଗା

ଅପରେସନ ଗଙ୍ଗା ମାଧ୍ୟମରେ ପୁଣି ଯୁଦ୍ଧ ତ୍ରସ୍ତ ୟୁକ୍ରେନର ସୁମି ସହରରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି । ଆଜି ପୁଣି ସୁମିରୁ ଭାରତୀୟ ନାଗରିକଙ୍କ ସମେତ ବହୁ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ୟୁକ୍ରେନର ପଡୋଶୀ ଦେଶ ସୀମାକୁ ଅଣାଯାଉଛି । ଅଧିକ ପଢନ୍ତୁ

Russia Ukraine War: ଦ୍ବିତୀୟ ପର୍ଯ୍ୟାରେ ସୁମିରୁ ଫେରୁଛନ୍ତି ଭାରତୀୟ

author img

By

Published : Mar 9, 2022, 5:14 PM IST

ନୂଆଦିଲ୍ଲୀ: ଅପରେସନ ଗଙ୍ଗା ମାଧ୍ୟମରେ ପୁଣି ଯୁଦ୍ଧ ତ୍ରସ୍ତ ୟୁକ୍ରେନର ସୁମି ସହରରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି । ଆଜି ପୁଣି ସୁମିରୁ ଭାରତୀୟ ନାଗରିକଙ୍କ ସମେତ ବହୁ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ୟୁକ୍ରେନର ପଡୋଶୀ ଦେଶ ସୀମାକୁ ଅଣାଯାଉଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

  • Indian students from Sumy on board the special train organised with assistance of Ukrainian authorities. Mission will continue to facilitate their movement westwards. Bringing back our students safely & securely will remain our priority: Embassy of India in Kyiv, #Ukraine pic.twitter.com/3rPlaSKpBE

    — ANI (@ANI) March 9, 2022 " class="align-text-top noRightClick twitterSection" data=" ">

ତେବେ ଯୁଦ୍ଧ ଭୂମି ୟୁକ୍ରେନର ସମସ୍ତ ସହରରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୁମିରେ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଫସି ରହିଥିଲେ । ମାତ୍ର ଗତକାଲି ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ବସ ଯୋଗେ ଭାରତୀୟଙ୍କୁ ଅଣା ଯାଇଥିଲା । ଏଥି ସହ ଆଜି ୟୁକ୍ରେନ ସହାୟତରେ ସୁମିରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ସ୍ବଦେଶ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ସମସ୍ତ ଭାରତୀୟ ଉଦ୍ଧାର ନହେବା ପର୍ଯ୍ୟନ୍ତ 'ଅପରେସନ ଗଙ୍ଗା' ଜାରି ରହିବ । ଏଥିସହ ଏଯାବତ୍‌ ପ୍ରାୟ ୧୮ ହଜାର ଭାରତୀୟ ୟୁ୍କ୍ରେନ ଭାରତୀୟ ସ୍ବଦେଶ ଫେରିଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.