ETV Bharat / bharat

ଦେଶରେ 10.45 କୋଟି ଅନୁସୂଚିତ ଜନଜାତି ନାଗରିକ, ମଧ୍ୟପ୍ରଦେଶରେ ସର୍ବାଧିକ - ଦେଶରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା

2011 ଜନଗଣନା ଅନୁସାରେ ଦେଶରେ ମୋଟ ଜନସଂଖ୍ୟାରେ 10.45 କୋଟି ଅନୁସୂଚିତ ଜନଜାତି ରହିଥିବା ଲୋକସଭାରେ ରିପୋର୍ଟ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଦେଶରେ 10.45 କୋଟି ଅନୁସୂଚିତ ଜନଜାତି, ମଧ୍ୟପ୍ରଦେଶରେ ସର୍ବାଧିକ

author img

By

Published : Jul 26, 2022, 12:05 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । 2011 ଜନଗଣନା ଅନୁସାରେ ଦେଶରେ ମୋଟ ଜନସଂଖ୍ୟାରେ 10.45 କୋଟି ଅନୁସୂଚିତ ଜନଜାତି ରହିଥିବା ଲୋକସଭାରେ ରିପୋର୍ଟ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ମଧ୍ୟପ୍ରଦେଶରେ ସର୍ବାଧିକ ଅନୁସୂଚିତ ଜନଜାତି ଲୋକ ବସବାସ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।ପାଞ୍ଚଟି ରାଜ୍ୟରେ ରିପୋର୍ଟକୁ ଆଧାର କରି ଏହି ତଥ୍ୟା ଦେଇଛନ୍ତି କେନ୍ଦ୍ର ସରକାର ।

ମଧ୍ୟପ୍ରଦେଶରେ 1,53,16,784, ମହାରାଷ୍ଟ୍ରରେ 1, 05, 10, 213, ଓଡିଶାରେ 95, 90, 756, ରାଜସ୍ଥାନରେ 92,38,538 ଅନୁସୂଚିତ ଜନଜାତି ରହୁଥିବାବେଳେ ଗୁଜୁରାଟରେ 89,17, 174 ରହିଛି ଅନୁସୂଚିତ ଜନଜାତିଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ରେଣୁକା ସିଂ ସାରୁତା । ସେ ଆହୁରି କହିଛନ୍ତି, "2014 ଓ 2019 ଲୋକସଭା ନିର୍ବାଚନରେ ଏସଟି (Scheduled Tribes) ପ୍ରାର୍ଥୀଙ୍କ ଜିତିଥିବା ଆସନ ସଂଖ୍ୟା ଯଥାକ୍ରମେ 53 ଏବଂ 56ରେ ପହଞ୍ଚିଛି। ମଧ୍ୟପ୍ରଦେଶ (6), ଝାଡଖଣ୍ଡ (5), ଓଡିଶା (5), ଗୁଜୁରାଟ (5), ଛତିଶଗଡ ଏବଂ ମହାରାଷ୍ଟ୍ର 4 ରହିଛି ।

ଦେଶରେ 10.45 କୋଟି ଅନୁସୂଚିତ ଜନଜାତି, ମଧ୍ୟପ୍ରଦେଶରେ ସର୍ବାଧିକ
ଦେଶରେ 10.45 କୋଟି ଅନୁସୂଚିତ ଜନଜାତି, ମଧ୍ୟପ୍ରଦେଶରେ ସର୍ବାଧିକ

2019 ଲୋକସଭା ନିର୍ବାଚନରେ ଏସଟି ପ୍ରାର୍ଥୀଙ୍କ ଦ୍ବାରା ସର୍ବାଧିକ ସିଟ୍ ହାସଲ କରିଥିବା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି ।" ଉଭୟ 2014 ଏବଂ 2019 ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶ (6), ଝାଡଖଣ୍ଡ (5), ଓଡିଶା (5), ଗୁଜୁରାଟ (5), ଛତିଶଗଡ ଏବଂ ମହାରାଷ୍ଟ୍ର (4) ରେ ଏସସି ପ୍ରାର୍ଥୀଙ୍କ ସର୍ବାଧିକ ବିଜୟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.