ନୂଆଦିଲ୍ଲୀ: ଦିଲ୍ଲୀରେ 18 ରୁ 44 ବର୍ଷ ବୟସ୍କ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ବହୁ ସଂଖ୍ୟାରେ ଲୋକେ ଟୀକାକରଣ ପାଇଁ ଆଗେଇ ଆସିଛନ୍ତି । ହେଲେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । ଦିଲ୍ଲୀରେ ମାତ୍ର ଗୋଟିଏ ଦିନ ପାଇଁ କୋଭାକ୍ସିନ ଟିକା ରହିଥିବାବେଳେ କୋଭିସିଲ୍ଡ ଟିକା 3 ରୁ 4 ଦିନର ଡୋଜ ଉପଲବ୍ଧ ଅଛି।
ଦିଲ୍ଲୀରେ ଟିକା ଅଭାବ; ଦିନକ ପରେ କୋଭାକ୍ସିନ, 3 ଦିନରେ ସରିବ କୋଭିସିଲ୍ଡ - ଟୀକାକରଣ
ଦିଲ୍ଲୀରେ 18 ରୁ 44 ବର୍ଷ ବୟସ୍କଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ହେଲେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । ଦିଲ୍ଲୀରେ ମାତ୍ର ଗୋଟିଏ ଦିନ ପାଇଁ କୋଭାକ୍ସିନ ଟିକା ରହିଥିବାବେଳେ କୋଭିସିଲ୍ଡ ଟିକା 3 ରୁ 4 ଦିନର ଡୋଜ ଉପଲବ୍ଧ ଅଛି। ଅଧିକ ପଢନ୍ତୁ...
ଦିଲ୍ଲୀରେ ଟିକାର ଅଭାବ; ଦିନେ ଯିବ କୋଭାକ୍ସିନ, 3ଦିନ କୋଭିସିଲ୍ଡ