ETV Bharat / bharat

ଟିକା ନେବା ପରେ କୋରୋନାରେ ସଂକ୍ରମିତ ହେଲେ ମୋହନ ଭାଗବତ

author img

By

Published : Apr 10, 2021, 8:09 AM IST

ଆରଏସଏସ ମୁଖ୍ୟ ମୋହନ ଭାଗବତ କୋରୋନା ପଜିଟିଭ । କୋରୋନା ଟିକା ନେଲା ପରେ ବି କୋରୋନାରେ ହୋଇଛନ୍ତି ସଂକ୍ରମିତ । ଅଧିକ ପଢନ୍ତୁ...

RSS chief Mohan Bhagwat who had taken COVID vaccine tests positive
ଆରଏସଏସ ମୁଖ୍ୟ ମୋହନ ଭାଗବତ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତ କୋରୋନା ସଂକ୍ରମିତ । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଚିକିତ୍ସା ପାଇଁ ନାଗପୁରର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଆରଆରଏସ ସଂଘ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗତ ମାର୍ଚ୍ଚ 7ରେ ସେ ନାଗପୁରର ନ୍ୟାସନାଲ କ୍ୟାନସର ହସ୍ପିଟାଲରେ କୋରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ।

  • RSS Sarsanghchalak Dr. Mohanji Bhagwat today tested Corona positive. He has normal symptoms and admitted to Kigsway hospital Nagpur.

    — RSS (@RSSorg) April 9, 2021 " class="align-text-top noRightClick twitterSection" data=" ">

ଦେଶରେ ଶୁକ୍ରବାର 1.31 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 780 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1କୋଟି 30 ଲକ୍ଷ 60 ହଜାର 542ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା 1,67,642କୁ ବୃଦ୍ଧି ପାଇଛି। ଦେଶରେ 9,79,608 ସକ୍ରିୟ ମାମଲା ରହିଛି। ଆରୋଗ୍ୟଙ୍କ ସଂଖ୍ୟା 1କୋଟି 19 ଲକ୍ଷ 13 ହଜାର 292ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.