ETV Bharat / bharat

ତାଉ’ତେ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଗୁଜୁରାଟକୁ 1000 କୋଟିର ରିଲିଫ ସହାୟତା - ତାଉତେ ପୀଡିତ

ବାତ୍ୟା ପରର ସ୍ଥିତି ସମୀକ୍ଷା ପାଇଁ ଏରିଏଲ୍‌ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଥିତି ସମୀକ୍ଷା ପରେ ବାତ୍ୟା ପିଡୀତଙ୍କ ପାଇଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ତାଉତେ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଗୁଜୁରାଟକୁ 1000 କୋଟିର ରିଲିଫ ସହାୟତା

author img

By

Published : May 19, 2021, 5:25 PM IST

ଅହମଦାବାଦ: ବାତ୍ୟା ତାଉ'ତେ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିଛି ଗୁଜୁରାଟ । ଅନେକ ଧନଜୀବନ ହାନି ଘଟିଛି । ତେବେ ବାତ୍ୟା ପରର ସ୍ଥିତି ସମୀକ୍ଷା ପାଇଁ ଏରିଏଲ୍‌ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସ୍ଥିତି ସମୀକ୍ଷା ପରେ ବାତ୍ୟା ପିଡୀତଙ୍କ ପାଇଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ତାଉ’ତେ ପ୍ରଭାବରେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ମିଳିବ ଅନୁକମ୍ପା ଅର୍ଥ । ଅନ୍ୟପକ୍ଷେ ଆହତଙ୍କୁ 50-50 ହଜାର ଅର୍ଥ ପ୍ରଦାନ କରାଯିବ ।

ସେପଟେ ବାତ୍ୟାରେ କ୍ଷୟକ୍ଷତିର ଭରଣା ଆଉ ପୁନରୁଦ୍ଧାର କାର୍ଯ୍ୟ ପାଇଁ 1000 କୋଟିର ପ୍ୟାକେଜ ଘୋଷଣା ହୋଇଛି । ଗୁଜୁରାଟରେ ତୁରନ୍ତ ରିଲିଫ୍ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି 1000 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ରାଜ୍ୟରେ କେତେ କ୍ଷୟକ୍ଷତି ହୋଇଛି ଏହାର ଆକଳନ କରିବ କେନ୍ଦ୍ରୀୟ ଟିମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.