ETV Bharat / bharat

Road Accident In Rajasthan: ପିକଅପ୍ ଭ୍ୟାନ ଓଲଟି 9 ମୃତ, ଏକାଧିକ ଆହତ

author img

By

Published : Apr 19, 2022, 4:30 PM IST

ରଜସ୍ଥାନର ଝୁନଝୁନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଓଲଟି 9 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Road Accident in Rajasthan: ପିକ-ଅପ ଓଲଟି 9 ମୃତ, ଏକାଧିକ ଆହତ

ଜୟପୁର: ରଜସ୍ଥାନର ଝୁନଝୁନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ହୋଇଛି । ଗୁଧା ରୋଡରେ ଏକ ପିକଅପ ଅନିୟନ୍ତ୍ରିତ ହୋଇ ଓଲଟି ପଡିବାରୁ 9 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।

ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କାରଯାଇଛି । ଆହତଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର ମଧ୍ୟ ରହିଥିବା ସୂଚନା ମଧ୍ୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.