ETV Bharat / bharat

2024ରେ ବିଜେପିକୁ କ୍ଷମତାରୁ ହଟାଇବା ହିଁ ଦେଶଭକ୍ତି: ଅରବିନ୍ଦ କେଜ୍ରିୱାଲ - ବିଜେପିକୁ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ

2024ରେ ବିଜେପି ସରକାରକୁ କ୍ଷମତାରୁ ହଟାଯିବ । 2024ରେ ଭାଜପାକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ସବୁଠୁ ବଡ଼ କାର୍ଯ୍ୟ ହେବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢ଼ନ୍ତୁ

ବିଜେପିକୁ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ
Arvind Kejriwal Targets bjp
author img

By ETV Bharat Odisha Team

Published : Oct 23, 2023, 11:22 AM IST

ନୂଆଦିଲ୍ଲୀ: 2024ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଦେଶବାସୀ ବିଜେପିକୁ 2014 ଓ 2019ରେ ଭାରି ବହୁମତ ଦେଇ ବିଜୟୀ କରାଇଥିଲେ । ତାଙ୍କ ପାଖରେ ସୁଯୋଗ ଥିଲା ସେ ଚାହିଁଥିଲେ ଦେଶକୁ ବିକଶିକ କରିପାରିଥାନ୍ତେ ମାତ୍ର ଆଜି ଦେଶରେ ମାହୋଲ ବିଗିଡି ଯାଇଛି । 2024ରେ ବିଜେପି ସରକାରକୁ କ୍ଷମତାରୁ ହଟାଇଯିବ । 2024ରେ ଭାଜପାକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ସବୁଠୁ ବଡ଼ କାର୍ଯ୍ୟ ହେବ । ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍‌ କରି କିଛି ଏମତି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

  • #WATCH | Delhi CM Arvind Kejriwal says, "The biggest patriotism will be to remove BJP from power in 2024. They had got a historic majority in 2014 and 2019 if they wanted, they could have brought tremendous progress to the country but failed..." (22.10) pic.twitter.com/mexazRNM4i

    — ANI (@ANI) October 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...'ରାମ ରାଜ୍ୟରେ ସମସ୍ତଙ୍କୁ ଉତ୍ତମ ଓ ନିଶୁଳ୍କ ଶିକ୍ଷା ସ୍ବାସ୍ଥ୍ୟ ସେବା ମିଳିବା ଜରୁରୀ'

ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । ହିଂସା, ଦୁର୍ନୀତି, ବିବାଦକୁ ନେଇ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, "ବିଜେପିକୁ 2014 ଓ 2019ରେ ଭାରି ବହୁମତ ଦେଇ ଦେଶବାସୀ ବିଜୟୀ କରାଇଥିଲେ । ଏହା ଐତିହାସିକ ଅଦ୍ଭୂତପୂର୍ବ ବହୁମତ ଥିଲା । ବିଜେପି ପାଖରେ ସୁଯୋଗ ଥିଲା ସେ ଚାହିଁଥିଲେ ଦେଶକୁ ବିକଶିକ କରିପାରିଥାନ୍ତେ ମାତ୍ର ଆଜି ଦେଶରେ ମାହୋଲ ବିଗିଡି ଯାଇଛି । ପରସ୍ପର ସହ ଲୋକ ଲଢ଼ୁଛନ୍ତି । ଘରେ ଘରେ ଲଢେଇ, ବାପା ପୁଅରେ ଲଢେଇ ଚାଲିଛି । ଲୁଟ୍‌ପାଟ, ଗୁଣ୍ଡାଗର୍ଦ୍ଦି, ଭ୍ରଷ୍ଟାଚାର ବଢ଼ି ଯାଇଛି । କେଉଁଠି ଶାନ୍ତି ନାହିଁ । ଯଦି ଶାନ୍ତି ନରୁହେ ତେବେ ଦେଶରେ ବିକାଶ ହୋଇ ପାରିବ ନାହିଁ । ଅର୍ଥନୀତିକୁ ଦୁର୍ବଳ କରି ଦେଇଛି ବିଜେପି । ଏମାନଙ୍କୁ ନେଇ ଦେଶବାସୀ ଖୁସି ନାହାନ୍ତି । 2024ରେ ବିଜେପି ସରକାରକୁ କ୍ଷମତାରୁ ହଟାଇଯିବ । 2024ରେ ଭାଜପାକୁ କ୍ଷମତାରୁ ହଟାଇବା ଦେଶଭକ୍ତି ଭାବର ସବୁଠୁ ବଡ଼ ଉଦାହରଣ ହେବ ।"

  • #WATCH | While addressing the volunteers of the New Delhi constituency, CM Arvind Kejriwal says, "...Earlier everyone said that there is no option. But now since the formation of the INDIA alliance people have started saying that if the INDIA alliance survives then their… pic.twitter.com/FClhL7g7mc

ଏହା ବି ପଢନ୍ତୁ...Telengana Assembly Poll: BJPର 52 ଜଣିଆ ପ୍ରାର୍ଥୀ ତାଲିକା, ଟି.ରାଜାଙ୍କ ଉପରୁ ନିଲମ୍ବନ ହଟାଇ ପ୍ରାର୍ଥୀ କଲା ଦଳ

ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି, ମୋତେ ଲାଗୁଛି ଆଜି ଯଦି ଦେଶରେ ସବୁଠୁ ଦେଶ ଭକ୍ତିର କିଛି ବଡ କାମ ହୋଇପାରେ ତେବେ ତାହା ହେଉଛି 2024 କ୍ଷମତାରୁ ବିଜେପି ସରକାରକୁ ହଟାଇବା । 2024ରେ ଆସନରୁ ଏମାନଙ୍କୁ ହଟାଇଲେ ହିଁ ଦେଶର ବିକାଶ ହେବ । ବିଜେପି ଯେଉଁ ନିର୍ଣ୍ଣୟ ନେଉଛନ୍ତି ତାହା କିଛି ବୁଝା ପଡୁନାହିଁ । ପୂର୍ବରୁ ଲୋକ କହୁଥିଲେ କିଛି ବିକଳ୍ପ ନାହିଁ କିନ୍ତୁ ଇଣ୍ଡିଆ ମେଣ୍ଟ ଗଠନ ହେବା ପରେ ଏହାକୁ ବିକଳ୍ପ ଭାବେ ଦେଖୁଛନ୍ତି ଲୋକ । ଯେବେଠୁ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି ଲୋକ କହଛନ୍ତି ଯଦି ଏହା କାର୍ଯ୍ୟ କରେ ତେବେ 2024ରେ ବିଜେପି ସରକାର ପୁଣି ଥରେ ଗଠନ ହେବନାହିଁ । ଅନ୍ଧ ଭକ୍ତଙ୍କ ସହ ନୁହେଁ ଦେଶଭକ୍ତଙ୍କ ସହ କଥା ହୁଅ । ଯଦି ବିକାଶ ଚାହୁଁଛ ତେବେ 2024ରେ ବିଜେପିକୁ କ୍ଷମତାରୁ ହଟାଇବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.