ETV Bharat / bharat

ବଢିଲା ରେମଡିସିଭିଅର ଉତ୍ପାଦନ, ପ୍ରତିମାସ ତିଆରି ହେବ 90 ଲକ୍ଷ ଶିଶି - ରେମଡିସିଭିଅର ଉତ୍ପାଦନ

ରେମଡିସିଭିଅର ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ପ୍ରତି ମାସରେ ଉତ୍ପାଦନ ହେବ 90 ଲକ୍ଷ ରେମଡିସିଭିଅର ଶିଶି । ଅଧିକ ପଢନ୍ତୁ...

ବଢିଲା ରେମଡିସିଭିଅର ଉତ୍ପାଦନ, ପ୍ରତିମାସ ତିଆରି ହେବ 90 ଲକ୍ଷ ଶିଶି

author img

By

Published : Apr 23, 2021, 8:33 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଏବେ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଛି ରେମଡିସିଭିଅର । ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରେମଡିସିଭିଅର ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ପ୍ରତି ମାସରେ ଉତ୍ପାଦନ ହେବ 90 ଲକ୍ଷ ରେମଡିସିଭିଅର ଶିଶି । ଏହାପୂର୍ବରୁ ପ୍ରତିମାସ 40 ଲକ୍ଷ ଶିଶି ଉତ୍ପାଦନ ହେଉଥିଲା । । ତେବେ ଖୁବ ଶିଘ୍ର ପ୍ରତିଦିନ 3 ଲକ୍ଷ ଶିଶି ଉତ୍ପାଦନ ହେବ ବୋଲି ଟ୍ବିଟ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ମୁକେଶ ମାଣ୍ଡଭିୟ ।

ଏହାପୂର୍ବରୁ ଭାରତ ରେମଡିସିଭିଅର ଉପରୁ ଆମଦାନୀ ଶୁଳ୍କ ହଟାଇ ଦେଇଛି । ଏହା ଏକ ଆଣ୍ଟି-ଭାଇରାଲ ଔଷଧ, ଯାହା ବର୍ତ୍ତମାନ କୋରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.