ETV Bharat / bharat

ରତନ ଟାଟା ନେଲେ କୋଭିଡ ଟିକାର ପ୍ରଥମ ଡୋଜ

ଉଦ୍ୟୋଗପତି ରତନ ଟାଟା କୋଭିଡ-19ର ପ୍ରଥମ ଡୋଜ ଟିକା ନେଇଛନ୍ତି । ଶନିବାର ସୋସିଆଲ ମିଡିଆରେ ପୋଷ୍ଟ କରି ରତନ ଟାଟା ଏ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Mar 13, 2021, 6:27 PM IST

ରତନ ଟାଟା ନେଲେ କୋଭିଡ ଟିକାର ପ୍ରଥମ ଡୋଜ
ରତନ ଟାଟା ନେଲେ କୋଭିଡ ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ: ଦେଶର ଦିଗ୍ଗଜୟ ଉଦ୍ୟୋଗପତି ରତନ ଟାଟା କୋଭିଡ-19ର ପ୍ରଥମ ଡୋଜ ଟିକା ନେଇଛନ୍ତି । ଶନିବାର ସୋସିଆଲ ମିଡିଆରେ ପୋଷ୍ଟ କରି ରତନ ଟାଟା ଏ ନେଇ ସୂଚନା ଦେଇଛନ୍ତି ।

ଟାଟା ଆଶା ପ୍ରକାଶ କରିଛନ୍ତି ଯେ, ଶୀଘ୍ର ସମସ୍ତେ କୋରୋନା ଭାଇରସ ମହାମାରୀରୁ ରକ୍ଷା ପାଇବେ। ‘‘ ସେ ଜଣାଇଛନ୍ତି କି, ‘‘ ଆଜି ମୁଁ କୋଭିଡ-19ର ପ୍ରଥମ ଡୋଜ ଟୀକା ଲଗାଇଛି । ଏହା ଅତ୍ୟନ୍ତ ସହଜ ଓ ଯନ୍ତ୍ରଣାହୀନ ।

ଟାଟା ଏହି ଟୀକା ଏଭଳି ସମୟରେ ଲଗାଇଛନ୍ତି , ଯେବେ ଦେଶରେ ସଂକ୍ରମଣର ମାମଲା ପୁଣି ଥରେ ବୃଦ୍ଧି ହେଉଛି । ତେବେ ସମସ୍ତଙ୍କୁ ଏହି ମାହାମାରୀରୁ ରକ୍ଷା ଓ ସଂରକ୍ଷଣ ମିଳୁ ବୋଲି ସେ ଆଶାବାଦୀ ଅଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଗୋଟିଏ ଦିନରେ ସଂକ୍ରମଣର 23,285 ମାମଲା ସାମ୍ନାକୁ ଆସିଛି । ଏହା ପ୍ରାୟ 78 ଦିନରେ ସବୁଠୁ ଅଧିକ ସଂଖ୍ୟା । ଦେଶରେ କୋଭିଡ-19 ସଂକ୍ରମଣର ସଂଖ୍ୟା 1,13,08,846 ରେ ପହଞ୍ଚିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.