ETV Bharat / bharat

SCO Meeting, ଉଜବେକିସ୍ତାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

author img

By

Published : Aug 23, 2022, 9:02 AM IST

ଉଜବେକିସ୍ତାନର ତାସକେଣ୍ଟଠାରେ ସାଂଘାଇ ସହଯୋଗ ସଂଗଠନ(Shanghai Cooperation Organisation) ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

SCO Meeting, ଉଜବେକିସ୍ତାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
SCO Meeting, ଉଜବେକିସ୍ତାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଉଜବେକିସ୍ତାନର ତାସକେଣ୍ଟଠାରେ ସାଂଘାଇ ସହଯୋଗ ସଂଗଠନ(Shanghai Cooperation Organisation) ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିପାଇଁ (Defence Minister Rajnath Singh) ପ୍ରତିରକ୍ଷା ମନ୍ତ୍ରୀ ଉଜବେକିସ୍ତାନ ଗସ୍ତ କରିଛନ୍ତି ।

  • Tomorrow, August 23, I will be in Uzbekistan to take part in the SCO Defence Ministers Meet being held at Tashkent.

    I will be holding a bilateral meeting with Uzbekistan’s Defence Minister, Lt. General Nizamovich, and also interact with the Indian community. Look forward to it.

    — Rajnath Singh (@rajnathsingh) August 22, 2022 " class="align-text-top noRightClick twitterSection" data=" ">

ସାଂଘାଇ ସହଯୋଗ ସଂଗଠନ ବାର୍ଷିକ ସମ୍ମିଳନୀ 3 ଦିନ ଧରି ତାସକେଣ୍ଟ ଠାରେ ଅନୁଷ୍ଠିତ ହେବ । ଏଥିରେ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ଅଶଂଗ୍ରହଣ କରିବେ । ସମ୍ମିଳନୀରେ ପ୍ରତିରକ୍ଷା, ଅନ୍ତର୍ଜାତୀୟ ଆହ୍ବାନ, ଦ୍ବିପାକ୍ଷିକ ସହଯୋଗ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ସହ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ ହେବ । ବର୍ତ୍ତମାନର ଅନ୍ତର୍ଜାତୀୟ ଆହ୍ବାନ ଚୀନ- ତାଇୱାନ ସଂକଟ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦ ଉପରେ ମଧ୍ୟ ଆଲୋଚନା ହେବ ।

ଏହି ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ଉଜବେକିସ୍ତାନ ସମକକ୍ଷ ଲେଫନାଣ୍ଟ ଜେନେରାଲ ବାଖୋଦିର କୁର୍ବାନୋଭଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହାବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରି ଆଲୋଚନା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.