ETV Bharat / bharat

'ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ଚେଷ୍ଟା କଲେ 10 ହଜାର ଚାଷୀଙ୍କ ମୃତ୍ୟୁ ହେବ' - ଚାଷୀଙ୍କୁ ହଟାଇବାକୁ ଚେଷ୍ଟା କଲେ 10 ହଜାର ଚାଷୀଙ୍କ ମୃତ୍ୟୁ ହୋଇପାରେ

କୃଷି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କୃଷକ ନେତା ରାକେଶ ଟିକାୟତ ବଡ ବୟାନ ଦେଇଛନ୍ତି ଏବଂ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ସରକାର ଯଦି ଜବରଦସ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ଚେଷ୍ଟା କରନ୍ତି । ତେବେ ଏଥିରେ ଦଶ ହଜାର ଲୋକଙ୍କର ମୃତ୍ୟୁ ହୋଇପାରେ । ଅଧିକ ପଢନ୍ତୁ...

rakesh tikayat
ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ଚେଷ୍ଟା କଲେ 10 ହଜାର ଚାଷୀଙ୍କ ମୃତ୍ୟୁ ହୋଇପାରେ
author img

By

Published : Jan 13, 2021, 9:41 PM IST

ନୂଆଦିଲ୍ଲୀ: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏକ 4 ଜଣିଆ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ କୃଷକ ନେତା ରାକେଶ ଟିକାୟତ ବଡ ବୟାନ ଦେଇଛନ୍ତି ଏବଂ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି ।

ଚାଷୀଙ୍କ ସହ ଆଲୋଚନା ପରେ ସେମାନେ ସୁପ୍ରିମକୋର୍ଟ କମିଟି ଯିବେ କି ନାହିଁ ତାହା ସ୍ଥିର କରିବେ । କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ଯଦି ସରକାର ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବାକୁ ଚେଷ୍ଟା କରନ୍ତି । ତେବେ ଏଥିରେ ଦଶ ହଜାର ଲୋକଙ୍କର ମୃତ୍ୟୁ ହୋଇପାରେ । ଏହି ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା କହିଛନ୍ତି । ଚାଷୀଙ୍କ ସହ ଆଲୋଚନା ପରେ ସେମାନେ ସୁପ୍ରିମକୋର୍ଟ କମିଟି ଯିବେ କି ନାହିଁ ତାହା ସ୍ଥିର କରିବେ।

ଆସନ୍ତା 15 ଜାନୁଆରୀରେ ହେବାକୁ ଥିବା ନେତା ଓ ସରକାରଙ୍କ ମଧ୍ୟରେ ଆଲୋଚନାରେ କୃଷକମାନେ ମଧ୍ୟ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.