ETV Bharat / bharat

ପତ୍ନୀଙ୍କ ପରେ ରାଜସ୍ଥାନ ସିଏମ୍ ହେଲେ କୋରୋନାରେ ଆକ୍ରାନ୍ତ - ପତ୍ନୀ ସୁନୀତା ଗେହଲଟ

ପତ୍ନୀ ସୁନୀତା ଗେହଲଟଙ୍କ ପରେ ସିଏମ୍ ଅଶୋକ ଗେହଲଟ୍ ହେଲେ କୋରୋନାରେ ଆକ୍ରାନ୍ତ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପତ୍ନୀଙ୍କ ପରେ ରାଜସ୍ଥାନ ସିଏମ୍ ହେଲେ କୋରୋନାରେ ଆକ୍ରାନ୍ତ

author img

By

Published : Apr 29, 2021, 10:43 AM IST

ଜୟପୁର: ପତ୍ନୀ ସୁନୀତା ଗେହଲଟଙ୍କ ପରେ ସିଏମ୍ ଅଶୋକ ଗେହଲଟ୍ ହେଲେ କୋରୋନାରେ ଆକ୍ରାନ୍ତ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ କୋରୋନା ପଜିଟିଭ୍ ଆସିବା ପରେ ସିଏମ୍ ନିଜକୁ ହୋମ ଆଇସୋଲେସନରେ ରଖିଥିଲେ । କିନ୍ତୁ ଆଜି ତାଙ୍କର ମଧ୍ୟ ରିପୋର୍ଟ ପଜିଟିଭ୍ ଆସିଥିବା ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ପତ୍ନୀଙ୍କ ପରେ ରାଜସ୍ଥାନ ସିଏମ୍ ହେଲେ କୋରୋନାରେ ଆକ୍ରାନ୍ତ
ପତ୍ନୀଙ୍କ ପରେ ରାଜସ୍ଥାନ ସିଏମ୍ ହେଲେ କୋରୋନାରେ ଆକ୍ରାନ୍ତ

‘ମୋର କୌଣସି ଲକ୍ଷଣ ନାହିଁ ଏବଂ ଭଲ ଲାଗୁଛି । ତେଣୁ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବା ସହିତ ମୁଁ ଆଇସୋଲେସନରେ ରହି କାର୍ଯ୍ୟ ଜାରି ରଖିବି’ ବୋଲି ଅଶୋକ ଗେହଲଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.