ETV Bharat / bharat

Operation Rahul: ରାହୁଲଙ୍କୁ ଦେଖିପାରିଲା ରେସକ୍ୟୁ ଟିମ୍, କିଛି ସମୟ ପରେ ହୋଇପାରେ ଉଦ୍ଧାର

ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ରାହୁଲ ସାହୁ ଉଦ୍ଧାର ଅପରେସନ । ଆଉ କିଛି ଦୂରରେ ରାହୁଲ, ଖୁବଶୀଘ୍ର ଶେଷ ହୋଇପାରେ ପ୍ରକ୍ରିୟା । ଅଧିକ ପଢନ୍ତୁ

Rahul sahoo rescue operation: ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ଅପରେସନ

author img

By

Published : Jun 14, 2022, 5:21 PM IST

Updated : Jun 14, 2022, 7:04 PM IST

ରାୟପୁର: ଛତିଶଗଡରେ ଜାରି ରହିଥିବା ବୋରଓ୍ବେଲରୁ 12 ବର୍ଷୀୟ ବାଳକକୁ ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟ ପହଞ୍ଚିଥିଲେ ସୁଦ୍ଧା ସଫଳତା ମିଳିପାରି ନାହିଁ । ଶେଷ ପର୍ଯ୍ୟାୟରେ ଏହି ଅତି ଆହ୍ବାନପୂର୍ଣ୍ଣ ଅପରେସନକୁ ସଫଳତାର ସହ ଶେଷ କରିବା ପାଇଁ ଭାରତୀୟ ସେନାକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଭାରତୀୟ ସେନାର ଉଚ୍ଚଦକ୍ଷତା ସମ୍ପନ୍ନ ଉଦ୍ଧାରକାରୀ ଟିମ ଏବେ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Rahul Sahoo rescue operation: ଶେଷ ପର୍ଯ୍ୟାୟରେ ଭାରତୀୟ ସେନାକୁ ହସ୍ତାନ୍ତର ହେଲା ଅପରେସନ

ଦୀର୍ଘ 90 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏହି ଉଦ୍ଧାର ଅପରେସନ ଜାରି ରଖିଥିଲେ । ବୋରଓ୍ବେଲ ପାର୍ଶ୍ବରେ ଏକ ଟନେଲ ଖୋଳାଯାଇ ରାହୁଲ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି । ଶେଷ ସୂଚନା ଅନୁସାରେ ଆଉ ମାତ୍ର କିଛି ଫୁଟ ଦୂରରେ ରହଛି ରାହୁଲ । ରାହୁଲର ଫଟୋ ମଧ୍ୟ ଉଦ୍ଧାରକାରୀ ଟିମ ନିକଟରେ ହସ୍ତଗତ ହୋଇଛି ।

  • एक जंग जिंदगी की

    ऑपरेशन राहुल में बचाव कार्य निरंतर जारी है। मजबूत चट्टानें हर बार रेस्क्यू की राह में रोड़ा बन रही है फिर भी टीमवर्क से अभियान कही भी रुका नहीं है। चट्टानों को काटने का काम जल्दी से जल्दी किया जा रहा है।#SaveRahulAbhiyan pic.twitter.com/niSleMLZck

    — CMO Chhattisgarh (@ChhattisgarhCMO) June 14, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 14, 2022, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.