ETV Bharat / bharat

ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି - ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଜନ୍ମଜୟନ୍ତୀ

ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଷ୍ଟ୍ରପତି ରାମନାଥ କୋବିନ୍ଦ
author img

By

Published : Mar 8, 2021, 12:30 PM IST

ନୂଆଦିଲ୍ଲୀ: ଆଜି ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି
ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

ଦୟାନନ୍ଦଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଉନଂବିଶ ଶତାଦ୍ଦୀରେ ଆରମ୍ଭ ହୋଇଥିବା ଭାରତୀୟ ନବୀକରଣ ଏବଂ ଜାତୀୟତାବାଦର ସେ କର୍ଣ୍ଣଧାରା ଥିଲେ । ତାଙ୍କ ନେତୃତ୍ବରେ ସାମାଜିକ, ଶିକ୍ଷାଗତ ତଥା ଧାର୍ମିକ ସଂସ୍କାର ହେତୁ ତାଙ୍କୁ ଭାରତର ଅଗ୍ରଣୀ ରାଷ୍ଟ୍ର ନିର୍ମାଣକାରୀ ଭାବରେ ସମ୍ମାନିତ କରାଯାଇଛି ବୋଲି ଟ୍ବିଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଦୟାନନ୍ଦ ସରସ୍ବତୀ ଜଣେ ଭାରତୀୟ ଦାର୍ଶନିକ, ସାମାଜିକ ନେତା ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଥିଲେ । ବୈଦିକ ଧର୍ମର ସଂସ୍କାରକ ଆନ୍ଦୋଳନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଭାରତ ଭାରତୀୟଙ୍କ ପାଇଁ ସ୍ବରାଜର ପ୍ରଥମ ଡାକରା ଦେଇଥିଲେ ସ୍ବାମୀ ଦୟାନନ୍ଦ ସରସ୍ବତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.