ETV Bharat / bharat

ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ CP Mohantyଙ୍କୁ ପରମ ବିଶିଷ୍ଟ ସେବା ପଦକ - ଭାରତୀୟ ସେନାର ଉପମୁଖ୍ୟ

ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ (Vice Chief Of Army Staff Lt Gen CP Mohanty) ମିଳିଛି ପରମ ବିଶିଷ୍ଟ ସେବା ମେଡାଲ । ଅଧିକ ପଢନ୍ତୁ

ପରମ ବିଶିଷ୍ଟ ସେବା ମେଡାଲ
ପରମ ବିଶିଷ୍ଟ ସେବା ମେଡାଲ
author img

By

Published : Nov 23, 2021, 8:41 PM IST

ନୂଆଦିଲ୍ଲୀ : ପୁଣି ଜଣେ ଓଡିଆଙ୍କୁ ସମ୍ମାନ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି (Lt Gen CP Mohanty)ଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ମେଡାଲ (Param Vishisht Seva Medal) । ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ (Vice Chief Of Army Staff Lt Gen CP Mohanty) ମଙ୍ଗଳବାର ମିଳିଛି ପରମ ବିଶିଷ୍ଟ ସେବା ମେଡାଲ (PVSM ) । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟଉତ୍ସବରେ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

  • President Kovind presents Param Vishisht Seva Medal to Lt. General Chandi Prasad Mohanty, AVSM, SM, VSM, The Infantry. pic.twitter.com/OxqdZlCaEk

    — President of India (@rashtrapatibhvn) November 23, 2021 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଭବନରେ ଓଡିଆ ଆର୍ମି ଅଫିସର ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ରାଷ୍ଟ୍ରପତି ରାନନାଥ କୋବିନ୍ଦ (President Ramnath Kovind) ପରମ ବିଶିଷ୍ଟ ସେବା ମେଡାଲ (Param Vishisht Seva Medal) ପ୍ରଦାନ କରିଛନ୍ତି । ପରମ ବିଶିଷ୍ଟ ସେବା ମେଡାଲ (PVSM) ବହୁତ ଗୁରୁତ୍ବପୂର୍ଣ୍ଣ ସମୟରେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟ କରିବା ପାଇଁ ପ୍ରଦାନ କରାଯାଇଥାଏ । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ରାଷ୍ଟ୍ରୀୟ ମିଲିଟାରୀ କଲେଜର ଛାତ୍ର ରହିଛନ୍ତି । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଖଡାକୱାଲସାରୁ ସ୍ନାତକ ହାସଲ କରିଥିବାବେଳେ ଡେରାଡୁନର ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ମଧ୍ୟ ହାସଲ କରିଛନ୍ତି । ସେ ୧୨ ଜୁନ ୧୯୮୨ ରେ ରାଜପୁତ ରେଜିମେଣ୍ଟରେ ଇନଫେଣ୍ଟ୍ରି ଅଫିସର ଭାବରେ ଯୋଗଦେଇଥିଲେ। ଏହାପରେ ୧ ଫେବୃୟାରୀ ୨୦୨୧ରେ ଭାରତୀୟ ସେନାର ଉପମୁଖ୍ୟ ପଦବୀ ହାସଲ କରିଛନ୍ତି ।

ମଙ୍ଗଳବାର ସଂନ୍ଧ୍ୟାରେ ତିନି ସେନାର ସୁପ୍ରିମୋ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସେବା ପ୍ରଦାନ ପାଇଁ ସାହାସିକତା ପୁରସ୍କାର (Gallantry Award) ପ୍ରଦାନ କରିଛନ୍ତି । ଏହି ଅବସରରେ ଗୋଟିଏ ମହାବୀର ଚକ୍ର (ମରଣୋତ୍ତର), ଗୋଟିଏ କୀର୍ତ୍ତି ଚକ୍ର (ମରଣୋତ୍ତର), ୫ ବୀର ଚକ୍ର ଓ ୬ ଟି ସୌର୍ଯ୍ୟ ଚକ୍ର ପ୍ରଦାନ କରିଛନ୍ତି । ଏହା ସହ ୧୪ ପରମ ବିଶିଷ୍ଟ ସେବା ମେଡାଲ, ୨ ଉତ୍ତମ ଯୁଦ୍ଧ ସେବା ମେଡାଲ,୨୩ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.