ETV Bharat / bharat

Kargil Vijay Diwas 2023: ବୀରଙ୍କ ବଳିଦାନକୁ ମନେ ପକାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

1999 ମସିହା ଜୁଲାଇ 26 ତାରିଖରେ ପାକିସ୍ତାନକୁ ମାତ ଦେଇ କାର୍ଗିଲ ସୁଉଚ୍ଚ ପାହାଡରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ଏହି ଦିନକୁ ଐତିହାସିକ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ବିଜୟ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

President and pm modi extents greetings on Kargil Vijay Diwas
Kargil Vijay Diwas 2023
author img

By

Published : Jul 26, 2023, 9:13 AM IST

ନୂଆଦିଲ୍ଲୀ: ‘‘ତୁ କାହାଁକି ମାଟି ସେ ଆତା ହେ, କାହିଁକି ମାଟି ପାତା ହେ... ମେରେ ଦେଶ କି ବୀର ସିପାହୀ ନାମ ଅମର କର ଯାତା ହେ...’’ କାର୍ଗିଲ ଯୁଦ୍ଧ ଯେଉଁ ଭଳି ପରିସ୍ଥିତିରେ ହୋଇଥିଲା ତାହାକୁ ଭାରତ କେବେ ଭୁଲିବ ନାହିଁ । ଉଚ୍ଚ ପାହାଡରେ ବସିଥିବା ଶତ୍ରୁ ସହ ଆମ ବୀର ଯବାନ ଲଢେଇ କରିଥିଲେ । ବିଜୟ ପାହାଡ ଉଚ୍ଚତାର ନୁହେଁ ଆମ ବୀର ଯବାନଙ୍କ ଉଚ୍ଚ ସାହାସ ଓ ବୀରତାର ହୋଇଥିଲା । 1999 ମସିହା ଜୁଲାଇ 26 ତାରିଖରେ ପାକିସ୍ତାନକୁ ମାତ ଦେଇ କାର୍ଗିଲ ସୁଉଚ୍ଚ ପାହାଡରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ଏହି ଐତିହାସିକ ବିଜୟ ଦିନର ଶୁଭେଚ୍ଛା ଜଣାଇବା ସହ ବୀର ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • आज कारगिल विजय दिवस के गौरवशाली अवसर पर सभी देशवासी हमारे सशस्त्र बलों के असाधारण पराक्रम से अर्जित की गई विजय को याद करते हैं। देश की रक्षा के लिए अपने जीवन का बलिदान करके विजय का मार्ग प्रशस्त करने वाले सेनानियों को एक कृतज्ञ राष्ट्र की ओर से मैं श्रद्धांजलि देती हूं और उनकी…

    — President of India (@rashtrapatibhvn) July 26, 2023 " class="align-text-top noRightClick twitterSection" data=" ">

ଐତିହାସିକ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତି ବୀର ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି । ସେ କହିଛନ୍ତି, '' ଏହି ଗୌରବଶୀଳ ଅବସରରେ ସମସ୍ତ ଦେଶବାସୀ ଆମ ସଶସ୍ତ୍ର ବଳଙ୍କ ଆସାଧାରଣ ପରାକ୍ରମ ବଳରେ ଏହି ବିଜୟ ହାସଲ ହୋଇଥିଲା । ଦେଶର ରକ୍ଷା ପାଇଁ ଜୀବନକୁ ବଳିଦାନ କରି ବିଜୟ ମାର୍ଗ ଦେଖାଇଥିବା ସେନା ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ତୁମ ସମସ୍ତଙ୍କ ସ୍ମୃତିକୁ ପ୍ରଣାମ । ତୁମ ସାହାସ ଆଗାମୀ ପିଢିକୁ ସର୍ବଦା ପ୍ରେରଣା ଦେବ ।''

  • कारगिल विजय दिवस भारत के उन अद्भुत पराक्रमियों की शौर्यगाथा को सामने लाता है, जो देशवासियों के लिए सदैव प्रेरणाशक्ति बने रहेंगे। इस विशेष दिवस पर मैं उनका हृदय से नमन और वंदन करता हूं। जय हिंद!

    — Narendra Modi (@narendramodi) July 26, 2023 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି,''କାର୍ଗିଲ ବିଜୟ ଦିବସ ଭାରତର ସେହି ଅଦ୍ଭୂତ ପରାକ୍ରମ ଏବଂ ବିଜୟଗାଥାକୁ ସଲାମ ଯାହା ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ । ଏହି ସ୍ବତନ୍ତ୍ର ଦିନରେ ସମସ୍ତ ବୀରପୁତ୍ରଙ୍କୁ ପ୍ରଣାମ । ଜୟ ହିନ୍ଦ ।''

ଏହା ବି ପଢନ୍ତୁ...24 years of Kargil War: ପ୍ରଥମ ଓଡ଼ିଆ ଶହୀଦ ଯବାନ ଶ୍ରୀନିବାସ, ବିବାହର ୩ ଦିନରେ ବାହାରିଥିଲେ କର୍ମକ୍ଷେତ୍ର

ଏହା ବି ପଢନ୍ତୁ...Kargil Vijay Diwas 2023: କାର୍ଗିଲ ବିଜୟଗାଥା, ଯେବେ ଦୁନିଆ ଦେଖିଥିଲା ହିନ୍ଦୁସ୍ଥାନର ପରାକ୍ରମ

  • कारगिल विजय दिवस करोड़ों देशवासियों के सम्मान के विजय का दिन है। यह सभी पराक्रमी योद्धाओं को श्रद्धांजलि अर्पित करने का दिन है जिन्होंने आसमान से भी ऊँचे हौसले और पर्वत जैसे फौलादी दृढ़ निश्चय से अपनी मातृभूमि के कण-कण की रक्षा की। भारत माता के वीर सिपाहियों ने अपने त्याग व… pic.twitter.com/iv7RlROfkg

    — Amit Shah (@AmitShah) July 26, 2023 " class="align-text-top noRightClick twitterSection" data=" ">

କାର୍ଗିଲ ବିଜୟ ଦିବସରେ ଶୁଭେଚ୍ଛା ଜଣାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ''କାର୍ଗିଲ ବିଜୟ ଦିବସ କୋଟି କୋଟି ଭାରତବାସୀଙ୍କ ସମ୍ମାନର ବିଜୟର ଦିନ । ଏହି ଦିନ ସମସ୍ତ ପରାକ୍ରମ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ ଯିଏ ଆକାଶଠୁ ଉଚ୍ଚ ସାହାସ ଦେଖାଇଥିଲେ । ନିଜ ମାତୃଭୂମିର ରକ୍ଷା କରିଥିଲେ । ଭାରତମାତର ବୀର ସିପାହୀଙ୍କ ବଳିଦାନ କେବଳ ବସୁନ୍ଧରାର ରକ୍ଷା ହୋଇନାହିଁ ସେମାନେ ପରମ୍ପରାକୁ ବଜାୟ ରଖିଛନ୍ତି ।''

  • On #KargilVijayDiwas, I join the nation in expressing gratitude to our Armed forces.

    Salute all bravehearts whose blood, sweat and sacrifice made treacherous enemies retreat from India’s territories. The country will forever be indebted to our soldiers and their families for… pic.twitter.com/3UXJJ7ekuK

    — Dharmendra Pradhan (@dpradhanbjp) July 26, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଗିଲ ବିଜୟ ଦିବସରେ କହିଛନ୍ତି, ''କାର୍ଗିଲ ବିଜୟ ଦିବସରେ ସ୍ବତନ୍ତ୍ର ବାହିନୀଙ୍କୁ କୃତଜ୍ଞତା ଜଣାଉଛି । ସମସ୍ତ ସାହାସୀଙ୍କୁ ସଲାମ ଯିଏକି ସେମାନଙ୍କ ରକ୍ତ, ଝାଳ ଓ ବଳିଦାନ ଦେଇ ଶତ୍ରୁଙ୍କୁ ଭାରତ ଅଞ୍ଚଳରୁ ହଟାଇଥିଲେ । ମାତୃଭୂମି ପାଇଁ ସେମାନଙ୍କ ବଳିଦାନ ନେଇ ଦେଶ ସର୍ବଦା ସେମାନଙ୍କ ପାଖରେ ଋଣୀ ହୋଇ ରହିବ । ଜୟ ହିନ୍ଦ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.